Monthly Archives

October 2020

ବୌଦ୍ଧ : 2400 ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି 24 ଚିନ୍ହଟ

ବୌଦ୍ଧ,୨୦/୧୦ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ନୂତନ 24 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 2400 ଡେଇଁଲା l ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ 24 କରୋନା ପଜିଟିଭ ଚିନ୍ହଟ ହୋଇଥିବା ଘୋଷଣା କରିବା ପରେ ଜିଲ୍ଲାରେ ପଜିଟିଭ ଚିନ୍ହଟ
Read More...

ପୁଣି ରାଜ୍ୟରେ ୧୯୦୪ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର ୧୯ ।୧୦: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ଆମ୍ବଝରୀ ପଂଚାୟତ ମାମଲା, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

ବୌଦ୍ଧ,୨୦/୧୦ - ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଂଚାୟତର ସରପଞ୍ଚ ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା କରିବା ସହ ସମିତି ସଭ୍ୟlଙ୍କୁ କରୁଥିବା ଉପେକ୍ଷା ସମ୍ପର୍କରେ ଆମ୍ବଝରୀ ସମିତି ସଭ୍ୟା ମନ୍ଦାକିନୀ କର୍ଣ୍ଣ ଅଭିଯୋଗ କରିଥିଲେ | ଶ୍ରୀମତୀ କର୍ଣ୍ଣଙ୍କ ଅଭିଯୋଗ ପାଇବା ପରେ ଓଡିଶା
Read More...

ଦୁର୍ଘଟଣାଗ୍ରସ୍ତ ଛାତ୍ରଛତ୍ରୀଙ୍କୁ ପୁର୍ନବାର ଓଜେଇଇ ପରୀକ୍ଷା ଦେବାକୁ ମିଳିଲା ଅନୁମତି, ସୂଚନା ଦେଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁଟ, ରାମଗିରି, ଚନ୍ଦ୍ରଗିରି ଅଂଚଳର ୪୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଏକ ବସ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଗ୍ରାମ ନିକଟରେ ଗତ ୧୫ ତାରିଖ ଦିନ ଦୁର୍ଘଟଣାର ଶିକାର
Read More...

ପୁଣି ଚର୍ଚ୍ଚାରେ ସ୍ବଧାର କେନ୍ଦ୍ର, ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଅଭିଯୋଗ

ବୌଦ୍ଧ,୨୦/୧୦ - ନିର୍ଯ୍ୟାତିତl ମହିଳା ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ସ୍ବଧାର କେନ୍ଦ୍ରରେ ରଖା ଯାଇଥାଏ l ହେଲେ ସ୍ବଧାର କେନ୍ଦ୍ରରେ ମହିଳା ମାନେ ଯଦି ନିର୍ଯ୍ୟାତନା ଅଭିଯୋଗ ଆଣିବେ ତେବେ କାହାକୁ କହିବା? ଏଭଳି ଅଭିଯୋଗ କରିଛନ୍ତି ବୌଦ୍ଧ ସହର ନିକଟ ନାରାୟଣପୁର ଗ୍ରାମ ନିକଟରେ ଥିବା
Read More...

ହିଲଭିୟୁ ନିକଟ ପଡିଆ ଜମିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ବିରୋଧ କଲେ ସ୍ଥାନୀୟ ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୯/୧୦: ଦାରିଙ୍ଗବାଡ଼ି ସ୍ଥିତ ହିଲଭିୟୁ ନିକଟ ପଡିଆ ଜମିରେ ହେବାକୁ ଥିବା ଇକୋ ରିଟ୍ରିଟ କାର୍ଯ୍ୟକ୍ରମ କୁ ସ୍ଥାନୀୟ ସାରିଙ୍ଗଗ୍ରୀପିର ଆଦିବାସୀ ଲୋକ ବିରୋଧ କରିଛନ୍ତି । ଓଡିଶା ସରକାର ପର୍ଯ୍ୟଟନ ବିଭାଗ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ବେଦାନ୍ତ ଝାରସୁଗୁଡ଼ାର କୃଷି ସମ୍ପ୍ରଦାୟ ପାଇଁ ଅନ୍‌ଲାଇନ୍ ତାଲିମ୍ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ, ସିରିଆପାଲି, ଗୁଦିଗାଓଁ ଏବଂ କେଲେଣ୍ଡାମାଲ ଗ୍ରାମରୁ ପ୍ରାୟ ୨୫୦ କୃଷକଙ୍କ ପାଇଁ ଜୈବିକ କୃଷି, ଫସଲର ଯତ୍ନ, ଅମଳ ପରବର୍ତ୍ତୀ ପରିଚାଳନା, ଉତ୍ପାଦ ବିକ୍ରୟ ଏବଂ ମାର୍କେଟିଂ ପାଇଁ ଏକ ପ୍ରଶିକ୍ଷଣ ଅଧବବେଶନ ଆୟୋଜନ କରିଥିଲା
Read More...

କନ୍ଧମାଳରେ ଆଜି ପୁଣି ୨୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:୧୯/୧୦ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୩୭୭ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୦୬୮ ଜଣ ସୁସ୍ଥ ହୋଇ
Read More...

ବାଇକଚୋରୀ ଘଟଣାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ସହ ୭ଟି ବାଇକ ଜବତ

କଣ୍ଟାବାଞ୍ଜି,୧୯/୧୦- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଖପାଖ ଅଞ୍ଚଳ ତଥା ମୁରିବାହାଲ, ବେଲପଡା, ଓ ତୁରୀକେଲା ଅଞ୍ଚଳରେ ବାଇକ ଚୋରି କରୁଥିବା ଘଟଣାର ପର୍ଦ୍ଦାଫାଶ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା
Read More...

୩ ଲୁଟେରାଙ୍କୁ କୋର୍ଟଚାଲାଣ କଲା ମନମୁଣ୍ଡା ପୋଲିସ

ବୌଦ୍ଧ,୧୯/୧୦ - ଶଗଡାସ୍ଥିତ ଆହ୍ୱାନ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଛୁରୀ ଦେଖାଇ ୮ ହଜାର ଟଙ୍କା ଲୁଟି ନେଇଥିବା ମାମଲାରେ ମନମୁଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ହେଲେ ସୋନପୁର ପଟାଭାଡି ଗ୍ରାମର ଯଶୋବନ୍ତ
Read More...