Monthly Archives

October 2020

ରକ୍ଷଣା ବେକ୍ଷଣ ଅଭାବ : ବିପଦରେ ସିମନବାଡ଼ି ପଞ୍ଚାୟତ ଡକରବାଡ଼ିରେ ନିର୍ମିତ ଝୁଲା ଲୁହା ପୋଲ

ଦାରିଙ୍ଗବାଡ଼ି: ରକ୍ଷଣା ବେକ୍ଷଣ ଅଭାବରୁ ସରକାରଙ୍କ କୋଟିଏ ରୁ ଅଧିକ ଟଙ୍କାର ସମ୍ପତି ବର୍ତ୍ତମାନ ବିପଦରେ । ୨୦୧୨/୧୩ ଆର୍ଥିକ ବର୍ଷରେ ବାଲିଗୁଡା ଆଇଟିଡିଏ ବିଭାଗ ତରଫରୁ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମବାସୀଙ୍କ ନିମନ୍ତେ ଏକ ଝୁଲା ଲୁହାଶଙ୍ଖ ୧ କୋଟି ୮୨ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ
Read More...

ବୌଦ୍ଧ : ଆଜି ୨୧ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ଅମୁର୍ଡାରୁ ୧୪ ପଜିଟିଭ

ବୌଦ୍ଧ,୧୬/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୨୧ ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ ୨୩୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ
Read More...

ରାଜ୍ୟରେ ପୁଣି ୨୧୩୯ କରୋନା ପଜିଟିଭ ଚିହ୍ନଟ, ୧୫ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି, ଯାହା କିଛି ମାତ୍ରାରେ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ୨୪ ଘଣ୍ଟା ମଧ୍ୟରେ ୨୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

ପ୍ଲାଜମା ଦାନକରି ଉଦାହରଣ ପାଲଟିଲେ ମେଘଲା ସରପଞ୍ଚ

ସୋନପୁର,୧୬/୧୦- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ମେଘଲା ସରପଞ୍ଚ ମନୋଜ କୁମାର ସେଠୀ ଗତକାଲି ଭିମସାରରେ ତାଙ୍କର ପ୍ଲାଜମା ଦାନକରି ସମଗ୍ର ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ନିଜେ କରୋନା ସହ ଲଢେଇ କରି ସଂପୂର୍ଣ୍ଣ ସୁସ୍ଥହେବାପରେ ଗତକାଲି ବୁର୍ଲା ଯାଇ ଭୀମସାରର ପ୍ଲାଜମା
Read More...

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବୌଦ୍ଧଜିଲ୍ଲାର ୪୭୯ ଜଣ ଶିକ୍ଷକ ପାଇଲେ ପଦୋନ୍ନତି

ବୌଦ୍ଧ,୧୬/୧୦ - ବୌଦ୍ଧ ଶିକ୍ଷା ଜିଲ୍ଲାରେ ଲେଭେଲ୍‌ ୫(କ ) ରୁ ୫(ଖ ) କୁ ପଦୋନ୍ନତି ପାଇବାପାଇଁ ବହୁବର୍ଷ ଧରି ଅପେକ୍ଷା କରିଥିବା ୪୭୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗତକାଲି ପଦୋନ୍ନତି ପାଇଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ
Read More...

କୁନି ହାତର ସ୍ପର୍ଶରେ ଜୀବନ୍ତ ହୋଇଯାଏ ମାଟି ପିଣ୍ଡୁଳା !

ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତ ଗୁଡପଡା ଗ୍ରାମର ଶିଶୁ ମୃତ୍ତିକା କାରିଗର ସଞ୍ଜୟ ମେଣ୍ଡିଲିଙ୍କ ହାତର ଯାଦୁଗରୀ ସ୍ପର୍ଶ ବର୍ତ୍ତମାନ ଚର୍ଚ୍ଚାରେ l ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଦିକଟାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସଞ୍ଜୟ ତାଂକ ହାତରେ ଅନେକ ସୁନ୍ଦର
Read More...

କନ୍ଧମାଳ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଙ୍ଘର ସାଧାରଣ ବୈଠକ

ବାଲିଗୁଡ଼ା,୧୬/୧୦: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସିର୍ତ୍ତିଗୁଡ଼ାଠାରେ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି । ପ୍ରମୋଦ ଦଣ୍ଡିଆ ସଭାପତି, ଗୋବିନ୍ଦ ଭୁକ୍ତା ସମ୍ପାଦକ,ମିଥୁନ୍ ପ୍ରଧାନୀ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗ

ବୌଦ୍ଧ,୧୫/୧୦ -ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ହିମାଂଶୁ ଶେଖର ପ୍ରଧାନଙ୍କ ଗତକାଲି ଦିନ 10ଟା 20ମି ସମୟରେ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ସେ ନିଜ ଗାଁ ମୁଣ୍ଡି ପଦର ଗ୍ରାମ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗ

ବୌଦ୍ଧ ,୧୫/୧୦-ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ହିମାଂଶୁ ଶେଖର ପ୍ରଧାନଙ୍କ ଗତକାଲି ଦିନ 10ଟା 20ମି ସମୟରେ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ସେ ନିଜ ଗାଁ ମୁଣ୍ଡି ପଦର ଗ୍ରାମ ପଂଚାୟତର
Read More...

ଦାରିଙ୍ଗବାଡ଼ିରେ ବିଶ୍ୱ ହାତ ଧୁଆ ଦିବସ ପାଳନ

ଦାରିଙ୍ଗବାଡ଼ି,୧୫/୧୦: ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଭା ପକ୍ଷରୁ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଛି । ଏଥିରେ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଆଶା କର୍ମୀ ୱାର୍ଡ ସଦସ୍ୟ ସଦସ୍ୟା, ନିର୍ମାଣ ଶ୍ରମିକ ଓ ନେତୃତ୍ବ ବ୍ୟକ୍ତି ଯୋଗଦେଇ
Read More...