Monthly Archives

October 2020

ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମଶଃ ଉନ୍ନତି ଆସିଛି: ଆଜି ୫୪ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ ପ୍ରାୟ ସପ୍ତାହେ ହେବ ସମ୍ବଲପୁର ଜିଲ୍ଲାର ସ୍ଥିତି ରେ କ୍ରମାଗତ ଉନ୍ନତି ଦେଖା ଯିବାରୁ ଜନସାଧାରଣ ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି । ତଥାପି କିଛି ଲୋକଙ୍କ ମତାନୁସାରେ ଗତ କିଛି ଦିନ ହେଲା କରୋନା ଟେଷ୍ଟ ପାଇଁ କମ ସଂଖ୍ୟାରେ ନମୁନା ସଂଗ୍ରହ କରା
Read More...

କିସରେ ପଢ଼ିବେ ମାଲକାନଗିରିର ଦୁଇ ଅସହାୟ ଶିଶୁ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜିଆଙ୍ଗ ପଞ୍ଚାୟତ ତେଲଗାବେଡ଼ା ଗ୍ରାମର ଅସହାୟ ଦୁଇ ଭାଇଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍ । ଦୁଇ ଭାଇଙ୍କୁ ସେମାନଙ୍କ ବାପା ମଆ ବିକ୍ରି କରି ଅନ୍ୟତ୍ର ଚାଲିଯିବା ପରେ ବଡ଼ ଭାଇ ବିକ୍ରି ହୋଇଥିବା ସ୍ଥାନରେ ଅକଥନୀୟ
Read More...

ଉତ୍କୃଷ୍ଟ ସିଏସଆର କାର୍ଯ୍ୟକ୍ରମ ପାଇଁ ନାଲକୋ ପୁରସ୍କୃତ

ଭୁବନେଶ୍ୱର:ସମାଜ ଏବଂ ଲୋକମାନଙ୍କ ପ୍ରତି ଅବିସ୍ମରଣୀୟ ପ୍ରତିବଦ୍ଧତା ଏବଂ ଯତ୍ନଶୀଳ ଦୃଷ୍ଟିକୋଣ ରଖିଥିବା, ଭାରତ ସରକାରଙ୍କ ଖଣିମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ପିଏସୟୁ, ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)କୁ ସିଏସଆର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଇସିସିପିଏସଇ
Read More...

ବୌଦ୍ଧ : ଆଜି ଅର୍ଦ୍ଧଶତକ ପାର୍‌ କଲା କରୋନା, କୁଟିଝାରରୁ ୩୩ ଆକ୍ରାନ୍ତ

ବୌଦ୍ଧ,୧୫/୧୦ - ଆଜି ବୌଦ୍ଧଜିଲ୍ଲାରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ପଜିଟିଭ ସଂଖ୍ୟା ଅର୍ଦ୍ଧଶତକ ତଳେ ରହୁଥିବାବେଳେ ଆଜି ଅର୍ଦ୍ଧଶତକ ଡେଇଁ ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ବିନାୟକପୁର୍‌ – ପାଇଛାଦାଦର୍‌ ରାସ୍ତା ଅବସ୍ଥା ସୁଧୁରିବ କେବେ ?

ବୌଦ୍ଧ,୧୫/୧୦- ସରକାର ବିକାଶର ଡିଣ୍ଡିିମ ପିଟୁଥିବା ବେଳେ ବିକାଶର ଚିତ୍ର କିନ୍ତୁ ସଂପୂର୍ଣ୍ଣ ଅଲଗା । ଗ୍ରାମାଞ୍ଚଳରେ ଅନେକ ଗାଆଁ ରାସ୍ତା ଦୟନୀୟ ସ୍ଥିତିରେ ରହିଛି । ବର୍ଷକୁ ୫/୬ ମାସ ଯୋଗାଯୋଗ ଠପ୍‌ ହୋଇଯାଉଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନସ୍‌ ମଧ୍ୟ ପହଞ୍ଚିି
Read More...

ଛଅ ମାସ ମଧ୍ୟରେ ଉଠିଗଲା ବହିରା – ଦୁମଦୁମା ରାସ୍ତାର ପିଚୁ !

ବୌଦ୍ଧ/ବାଉଁଶୁଣି,୧୫/୧୦ - ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବୌଦ୍ଧବ୍ଲକ୍‌ ବହିରା - ଦୁମୁଦୁମା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ପ୍ରତିବର୍ଷ ଏ ରାସ୍ତାରେ ଲକ୍ଷଲକ୍ଷ ଟଙ୍କାର କାମ ହେଉଥିଲେ ମଧ୍ୟ ଲୋକଙ୍କ କୌଣସି କାମରେ ଆସୁନଥିବା ଅଭିଯୋଗ ହୁଏ । ବହିରା ଠାରୁ
Read More...

ଡକରବାଡି ଅଗ୍ନି ବିପନ୍ନ ମିଥୁନଙ୍କୁ ସହାୟତା କଲେ ବ୍ଲକ ଅଧ୍ୟକ୍ଷା

ଦାରିଙ୍ଗବାଡି,୧୫/୧୦: ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡି ପଂଚାୟତ ଡକରବାଡି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟି ଘଟି ମିଥୁନ ଦିଗାଲଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ ନିଆଁ ଲାଗିଯିବା ଫଳରେ ଘରଟି ସମ୍ପୂର୍ଣ ନଷ୍ଟ ହୋଇଯାଥିବା ବେଳେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା
Read More...

ରାଜ୍ୟରେ ପୁଣି ୨୪୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୨୦୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଆମ୍ବୁଲାନସ୍ ନିକଟକୁ ଚାଲି ଚାଲି ଆସିଲେ ରୋଗୀ

ବୌଦ୍ଧ,୧୫/୧୦- ବିଭିନ୍ନ ସମୟରେ ଅନେକ ଗାଆଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନସ୍ ଯାଇ ପାରୁନଥିବା ବୌଦ୍ଧ ଜିଲ୍ଲାରେ ସାଧାରଣ ଘଟଣାରେ ପରିଣତ ହୋଇଛି | ଗତକାଲି ଠିକ୍ ସେପରି ଏକ ଘଟଣା ଘଟିଛି କଣ୍ଟାମାଲ ବ୍ଲକ ବରଗାଁ ଗ୍ରାମ ପଂଚାୟତର ସାହାଜପିଟା ଗ୍ରାମରେ l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ
Read More...

କୋଭିଡ୍ ଡାକ୍ତରଖାନାକୁ ଆମ୍ବୁଲାନସ ଦେବେ କଣ୍ଟାମାଳ ବିଧାୟକ

ବୌଦ୍ଧ ,୧୫/୧୦- ବୌଦ୍ଧ ଠାରେ ଥିବା କୋଭିଡ୍ ଡାକ୍ତରଖାନାକୁ ଭେଣ୍ଟିଲେଟରର ସୁବିଧା ଥିବା ଗୋଟିଏ ଆମ୍ବୁଲାନସ ପାଇଁ ନିଜ ଆଂଚଳିକ ଉନ୍ନୟନ ପାଣ୍ଠିରୁ 15 ଲକ୍ଷ ଟଂକା ମଂଜୁର କରିଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା l ଏ ସମ୍ପର୍କରେ ଗତକାଲି ପତ୍ର ଲେଖି ବୌଦ୍ଧ ଜିଲାପାଳଙ୍କୁ ଶ୍ରୀ ରଣା
Read More...