Monthly Archives

October 2020

ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ବିଜେପିର ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ଉପ
Read More...

ଭାରସାମ୍ୟ ହରାଇ ଓଲଟିଲା ହାଇୱା, ଡ୍ରାଇଭର ସୁରକ୍ଷିତ

ବୌଦ୍ଧ/ବାଉଁଶୁଣି -ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ବାଉଁଶୁଣି - ଗୁନ୍ଦୁଲିଆ ରାସ୍ତାର ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଗୋଟିଏ ହାଇୱା ଗାଡି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଗୋଟିଏ
Read More...

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା

ଭୁବନେଶ୍ୱର : ପର୍ଯ୍ୟଟନ ତଥା ଧାର୍ମିକ ସହର ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ର ମାନ୍ୟତା ମିଳିଛି । ଏକ ଆନ୍ତର୍ଜାତୀୟ ସଂସ୍ଥା ପୁରୀ ବେଳାଭୂମିକୁ ଏହି ମାନ୍ୟତା ଦେଇଛି । ଡେନମାର୍କର ଏହି ସଂସ୍ଥା ପକ୍ଷରୁ ପୁରୀ ବେଳାଭୂମିର ଦିଗବାରେଣୀ ଖୁଣ୍ଟିରୁ ମେ ଫେୟାର ହୋଟେଲ
Read More...

ମ୍ୟାକ୍‌କୁଲମଙ୍କୁ କୃତଜ୍ଞତା ଜଣାଇଲେ କାର୍ତ୍ତିକ

ଦୁବାଇ : କିଙ୍ଗିସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ କୋଲକାତା ନାଇଟ୍ ରାଇଡ଼ର୍ସର ଦୀନେଶ କାର୍ତ୍ତିକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ପୁର୍ନଜୀବନ ପାଇଲା ଭଳି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମ୍ୟାଚର ଫଳାଫଳ ନେଇ ନିଜେ ଚକ୍କିତ ହୋଇଥିବା
Read More...

ନିଜ ଟିମ୍‌କୁ ନେଇ ଭୀଷଣ କ୍ଷୁବ୍ଧ ଧୋନି : ଜାହାଜରେ ଅନେକ ଛିଦ୍ର ରହିଛି

ଦୁବାଇ, ୧୧/୧୦ : ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ର ପ୍ରଦର୍ଶନକୁ ନେଇ ସ୍କିପର ମହେନ୍ଦ୍ର ସିଂ ଧୋନି ଭୀଷଣ କ୍ଷୁବ୍ଧ ଓ ବିଚଳିତ । ବିଶେଷ କରି ବ୍ୟାଟ୍ସମ୍ୟାନ୍‌ମାନଙ୍କ ପ୍ରଦର୍ଶନ ତାଙ୍କୁ ଗଭୀର ଆଘାତ ଦେଇଛି । ଦଳର ପ୍ରଦର୍ଶନ ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି ଯେ, ଜାହାଜ
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘର ରକ୍ତଦାନ ଶିବିର

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ମା ବେଲ ଦେବୀ ଯୁବକ ସଂଘ ର ମିଳିତ ଆୟୋଜନ ରେ କମିଶନରେଟ ପୋଲିସ ସହଭାଗିତାରେ ଅଢାଳିଆ,ଫୁଲନଖରା କଟକ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ଅଢାଳିଆ ଗ୍ରାମ୍ୟ କମିଟି ର ସଭାପତି ବନମାଳୀ ବେହେରା, ସମ୍ପାଦକ ପତିତପାବନ ସେଠୀ,
Read More...

ବୌଦ୍ଧ: ଆଜି ଚିହ୍ନଟ ହେଲେ ୩୭ କରୋନା ପଜିଟିଭ

ବୌଦ୍ଧ,୧୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ହରଭଙ୍ଗା ବ୍ଲକ୍‌
Read More...

ଦୈନିକ ସଂକ୍ରମଣହାରରେ ସାମାନ୍ୟ ହ୍ରାସରୁ କିଛି ଆଶ୍ୱସ୍ତି: ଆଜି ପୁଣି ନୂଆ ୮୪ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଅବ୍ୟାହତ ରହିଛି, ହେଲେ ଦୈନିକ ସଂକ୍ରମଣହାର ସାମାନ୍ୟ ହ୍ରାସ ପାଇ ଥିବାରୁ ଲୋକେ କିଛି ଆଶ୍ୱସ୍ତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ
Read More...

ଗଜପତିରେ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୧୦- ଗଜପତିରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୬ ଜଣ, ଗୁମ୍ମା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା
Read More...

୬୧ ୟୁନିଟ ରକ୍ତ ସଂଗ୍ରହ କଲା ସନଣ୍ଡେ ଗ୍ରୁପ

ସମ୍ବଲପୁର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ "ସନଣ୍ଡେ ଗ୍ରୁପ'ର ୧୪ତମ ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ୬୧ୟୁନିଟ ରକ୍ତ ସପ୍ସଗ୍ରହିତ କରାଯାଇଛି । ବର୍ତ୍ତମାନ ସବୁଆଡେ କରୋନା ରୋଗୀଙ୍କ ଚିକିତ୍ସା ବିଷୟରେ ଚର୍ଚ୍ଚା ହେଉଛି ଓ ଏଥିପାଇଁ ଅଧିକାଂଶ ସ୍ଥିତିରେ ରୋଗୀକୁ ରକ୍ତ
Read More...