Monthly Archives

October 2020

ରାଜ୍ୟରେ ପୁଣି ୨୫୪୬ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ପୂର୍ବତନ ସରପଞ୍ଚ ତଥା ଦୁର୍ଗାପୂଜା କମିଟି ସଭ୍ୟଙ୍କ ଦେହାନ୍ତ

ଚଣ୍ଡିଖୋଲ:-ବଡଚଣା ବ୍ଳକ ସୁଙ୍ଗୁଡା ପଂଚୟାତର ପୂର୍ବତନ ସରପଂଚ ତଥା ଚଣ୍ଡିଖୋଲ ସାର୍ବଜନୀନନ ଦୁର୍ଗାପୂାଜା କମିଟିର ସକ୍ରିୟ ସଭ୍ୟ ଅନିରୁଦ୍ଧ ରାଉତ(୫୮)ଙ୍କର ଆଜି କଟକ ଅଶ୍ୱିନୀ ହସ୍ପଟିଲାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତ ଳେ ସ୍ୱର୍ଗତ ରାଉତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ
Read More...

ଭୁତ କୋଠି ସାଜିଛି ବରଗାଁ ଏ. ଏନ. ଏମ. ସେଣ୍ଟର

ବୌଦ୍ଧ,୧୧/୧୦ - କଣ୍ଟାମାଳ ବ୍ଲକ୍ ବରଗାଁ ଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏ.ଏନ. ଏମ. କେନ୍ଦ୍ରର ଅବସ୍ଥା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୁଏ | ଏ.ଏନ.ଏମ. କେନ୍ଦ୍ରର ସ୍ଥାୟୀ ଗୃହ ସରକାର ନିର୍ମାଣ କରିଥିଲେ ମଧ୍ୟ ଏଠାରେ ନିଯୁକ୍ତ କର୍ମଚାରୀ କେବେ ରହୁନଥିବା ଯୋଗୁଁ କେନ୍ଦ୍ର
Read More...

କାମ ସରିବାର କିଛି ମାସ ପରେ ରାସ୍ତା ହେଲାଣି ଶୋଚନୀୟ

ବୌଦ୍ଧ,୧୧/୧୦ - ରାସ୍ତା ବାଟର ଉନ୍ନତ୍ତି କରଣ କାର୍ଯ୍ୟ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମାନେ ମିଳିମିଶି ଯୋଜନାକୁ କିଭଳି ବାଟବଣା କରୁଛନ୍ତି ତାହା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତର ଛେଳିବାହାଲ୍
Read More...

ମହାନଦୀ ବ୍ରିଜ ଉପରେ ଦୁଇଟି ପୃଥକ୍ ଦୁର୍ଘଟଣାରେ 3 ଆହତ

ବୌଦ୍ଧ,୧୦/୧୦- ଆଜି ରାତି 8 ଘଣ୍ଟା ସମୟରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଖରାପ ହୋଇ ରହିଥିବା ଗୋଟିଏ ଟ୍ରକ୍ ସହ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଟିଏ ଟ୍ରକ୍ ଖରାପ ହୋଇ ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଉପରେ ଅଟକି
Read More...

ଦିବ୍ୟାଙ୍ଗ ଝିଅକୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି

ବୌଦ୍ଧ/ବାଉଁଶୁଣୀ- ବୌଦ୍ଧ ବ୍ଲକ ଅଁଳାପାଲି ପଞ୍ଚାୟତ ସାହୁପଡା ଗ୍ରାମ ରେ ରହୁଛନ୍ତି ଦଶମୀ ବେହେରା ନାମକ ଜଣେ ଦିବ୍ୟାଙ୍ଗ ଝିଅ ।ବାପା ପାଲି ବେହେରା ସେ ଜଣେ ଦିନ ମଜୁରୀଆ ଭାବେ କାମ କରି ପରିବାର ପୋଷଣ କରୁଛନ୍ତି । ଝିଅଟି ଜନ୍ମରୁ ଦିବ୍ୟାଙ୍ଗ । ସେ କେବଳ ମାସକୁ ୭୦୦ ଟଙ୍କା ପାଉଛନ୍ତି ।
Read More...

ଗଜପତିରେ ପୁଣି 19 ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 19 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା I ଗୋଶାଣୀ ବ୍ଳକରୁ 2 ଜଣ,ନୂଆଗଡ ବ୍ଳକରୁ 2 ଜଣ,ପାରଳା ପୌର ପରିଷଦରୁ 10 ଜଣ ଗୁମ୍ମା ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଓ ଆନ୍ଧ୍ର ପ୍ରଦେଶରୁ 2 ଜଣେ ଚିହ୍ନଟ
Read More...

ଲିଭର ଖରାପ ଯୋଗୁଁ ପେଟ ଫୁଲୁଛି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡ଼ି: ତିନି ମାସ ହେବ ଖଟିଆରେ ପଡିରହି ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରିପୁନ ପ୍ରଧାନ । ପାଖରେ ଟଙ୍କାର ଅଭାବ ରହିଥିବା ହେତୁ ନିଜ ଭାଗ୍ୟ କୁ ଆଦରି ମରଣ ସହ ସଂଘର୍ଷ କରୁଛନ୍ତି । ଲିଭର ଖରାପ ହୋଇଥିବା ଯୋଗୁଁ ପେଟ ଫୁଲି ଯାଇଥିବା ବେଳେ ହାତଗୋଡ଼ ସୁଖୀ ଯାଇ ହାଡ଼କଙ୍କାଳ ଦେଖାଗଲାଣି ।
Read More...

ରାସ୍ତା କଡରେ ଅଟକିଥିବା କାରକୁ ଧକ୍କା ଦେଲା ଅନ୍ୟ ଏକ କାର୍

ବୌଦ୍ଧ /ବାଉଁଶୁଣି / ଜନ୍ହାପଙ୍କ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ମାଛମରା ପୋଲ ନିକଟରେ ରାସ୍ତା କଡରେ ଅଟକିଥିବା ଗୋଟିଏ କାର୍ କୁ ପଛରୁ ଆସୁଥିବା ଅନ୍ୟ ଗୋଟିଏ କାର୍ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା
Read More...

ସର୍ଵ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ ମେଲିସା

ଫୁଲବାଣୀ,୧୦/୧୦:ସର୍ଵ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣି ଗ୍ରାମର ଝିଅ ମେଲିସା ନାୟକ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି। ଅନ ଲାଇନ ମାଧ୍ୟମରେ ମିସ ଟିନ ଡିଭା ୨୦୨୦ ପରୀକ୍ଷା ଦେଇଥିଲେ
Read More...