Monthly Archives

October 2020

ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଆଜି ପୁଣି ନୂଆ ୧୦୫ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୧୦/୧୦- ସୁସ୍ଥତାହାରରେ ସାମାନ୍ୟ ଉନ୍ନତି ସତ୍ତେ୍ୱ କରୋନା ଆକ୍ରାନ୍ତଙ୍କ ନିରନ୍ତର ସଂଖ୍ୟାବୃଦ୍ଧି ଚିନ୍ତା ବଢାଉଛି । ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରାପ୍ତ କରୋନା ଆକ୍ରାନ୍ତଙ୍କ ବିଷୟରେ ପରିସଂଖ୍ୟାନ ଉପରେ ଜନସାଧାରଣ ଆଉ ବିଶ୍ୱାସ କରିପାରୁନାହାନ୍ତି । ବିଶେଷକରି ମୃତ ବ୍ୟକ୍ତିଙ୍କ
Read More...

ଜିଲ୍ଲାସ୍କୁଲ ପୁରାତନ ଛାତ୍ରସଙ୍ଘ ପକ୍ଷରୁ “ଉତ୍ସର୍ଗ”କୁ ୫ ଅକ୍ସିଜେନ ସିଲିଣ୍ଡର ପ୍ରଦାନ

ସମ୍ବଲପୁର,୧୦/୧୦- ସାମ୍ପ୍ରତିକ ପରିସ୍ଥିତିରେ ଅମ୍ଳଜାନ ସିଲିଣ୍ଡରର ନିତାନ୍ତ ଅଭାବକୁ ଅନୁଭବ କରି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ, ପୁରାତନ ଛାତ୍ରସଂଘ (୧୯୮୩ ବ୍ୟାଚ), ତରଫରୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର, ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗକୁ ପ୍ରଦାନ
Read More...

ଗଜପତି ଜିଲ୍ଲାରେ ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବାର ସମ୍ଭାବନା ସୂଚନା

ପାରଳାଖେମୁଣ୍ଡି,୧୦/୧୦- ଗଜପତି ଜିଲ୍ଲାରେ ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ରାଜ୍ୟ ସରକାର ଓ ପାଣିପାଗ ବିଭାଗ ତରଫରୁ ଜିଲ୍ଲାବାସୀଙ୍କୁ ସୂଚନା ଦିଆ ଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ବାର୍ତ୍ତା ଜାରି
Read More...

ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି,୧୦/୧୦- ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ରାୟଗଡ ବ୍ଳକ ସ୍ଥିତ ସରକାରୀ ଡାକ୍ତରଖାନାପରିସରରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରକ୍ତ ଅଭାବ ରୁ ଜୀବନ ହାନି ନ ହେଉ ସଂକଳ୍ପକୁ ସଫଳ କରିବା
Read More...

ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ବୌଦ୍ଧ,୧୦/୧୦- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ଗ୍ରାମର ମହିଳାମାନେ ଗ୍ରାମରେ ଖୋଲିଥିବା କୁଚିଆ ମଦଦୋକାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମରେ ଗଠିତ ହୋଇଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରାମକୁ ମଦମୁକ୍ତ କରିବାପାଇଁ ଗ୍ରାମ କମିଟି ଆଗରେ
Read More...

ବୌଦ୍ଧ : 20 କରୋନା ପଜିଟିଭ ଚିନ୍ହଟ, ତନ୍ମଧ୍ୟରୁ ସୋନପୁରର 5

ବୌଦ୍ଧ,୧୦/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି 20 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ବୌଦ୍ଧ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା 20 ଜଣ ମଧ୍ୟରୁ ବୌଦ୍ଧ
Read More...

ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ସମ୍ବଲପୁର,୧୦/୧୦- ସମ୍ବଲପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମାଧାନ ସକାଶେ ଜିଲ୍ଲାପାଳ ଓ ଯୁଗ୍ମ ଶ୍ରମ ଆୟୁକ୍ତଙ୍କୁ ଦାବିପତ୍ର ଦେବା ସହିତ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦୀର୍ଘବର୍ଷ
Read More...

ପୁଲିସ ଏଏସଆଇଙ୍କ ବିୟୋଗ

ସୋନପୁର,୧୦/୧୦-: ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ ଏଏସଆଇ ତପନ କୁମାର ମହାନ୍ତି ( ୫୧)ଙ୍କ ଗତକାଲି କଟକର ଏସ୍‌ ସି ବି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଲିଭର ଜନିତ ରୋଗରେ ପୀଡିତ ଥାଇ ନିୟମିତ ଚିକିତ୍ସାରେ ରହିଥିଲେ । କିଛି
Read More...

ତିତିଲି ବାତ୍ୟାରେ ଅନାଥ ହୋଇଥିବା ପିଲାଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭେଟିଲେ

ପାରଳାଖେମୁଣ୍ଡି,୧୦/୧୦- ତିତିଲି ବାତ୍ୟାକୁ ୨ ବର୍ଷ ପୁରିବାକୁ ଯାଉଥିଲା ବେଳେ ସେହିବାତ୍ୟାରେ ବାପା ମାଆ ହରାଇ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭେଟି ତାଙ୍କ ସହ ପ୍ରାୟ ଏକ ଘଣ୍ଟା କଟାଇ ଥିଲେ । ପ୍ରକାଶ ଥାଉକି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
Read More...

ବିଜେଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୦/୧୦ - ଆଜି ବୌଦ୍ଧସହର ଏନ.ଏ. ସି. ଛକ ଠାରେ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ ଓ ସାନିଟାଇଜର ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଜିଲ୍ଲା ଯୁବ ବିଜେଡି ସଭାପତି
Read More...