Monthly Archives

October 2020

କନ୍ଧମାଳରେ ଆଜି ପୁଣି ୧୧୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୪୩ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୯୭୨ ରେ ପହଂଚିଛି
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ରାୟଗଡ ବ୍ଳକରୁ ୨ ଜଣ,ମୋହନା ବ୍ଳକରୁ ୨ ଜଣ,ପାରଳା ପୌର ପରିଷଦରୁ ୨ ଜଣ ଗଜପତି ରୁ ୨ ଜଣ ଆନ୍ଧ୍ରପ୍ରଦେଶରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା
Read More...

ରାସ୍ତା ମରାମତି ପାଇଁ ଦାବୀ

ବୌଦ୍ଧ/ବାଉଁଶୁଣି,୮/୧୦ - ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଂଚାୟତର ଅଁଳାଝୁଲି ଓ ମଲିକପଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥା ସବୁବେଳେ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ଗୋଛାପଡା ଗ୍ରାମ ପଂଚାୟତର ସମିତିସଭ୍ୟା ବୌଦ୍ଧ ପଂଚାୟତ ସମିତିର ଅଧ୍ୟକ୍ଷା ଓ ଉକ୍ତ ପଞ୍ଚାୟତର
Read More...

ସର୍ବ ଭାରତୀୟ ଜେ.ଇ.ଇ. ଆଡ଼ଭାନ୍ସରେ ଉତ୍ତୀର୍ଣ ଦୁଇ ଭାଇଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି,୮/୧୦ - ସର୍ବ ଭାରତୀୟ ଜେ. ଇ. ଇ. ଆଡ଼ଭାନ୍ସ ପରୀକ୍ଷା ରେ ସହରର ରୋନଙ୍କ ଡାଲମିଆ ସାରା ଭାରତରେ ୫୨ ରେଙ୍କ ହାସିଲ କରି ଓଡିଶାରେ ପ୍ରଥମ ସ୍ଥାନ ରଖିଛନ୍ତି । ଏହା ସଂଗେ ତାଙ୍କ ସାନ ଭାଇ ମନ୍ଥନ ଭାରତୀୟ ସ୍ତର ରେ ୧୦୦ ର‍୍ୟାଙ୍କ ନେଇଁ ଓଡିଶା ରେ ଦ୍ୱିତୀୟ ହେଇଛନ୍ତି ଓ
Read More...

ଗଜପତି ଜିଲ୍ଲାର ୭୪ଜଣ ପ୍ରଧାନ ଶିକ୍ଷକଙ୍କୁ ପଦନ୍ନତି

ପାରଳାଖେମୁଣ୍ଡି,୮/୧୦- ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଗଜପତି ଜିଲ୍ଲାର ୭୪ ଜଣ ଶିକ୍ଷକଙ୍କୁ ଲେବଲ ୩ରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି । ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର
Read More...

ଗଜପତି ଜିଲ୍ଲାର ୭୪ଜଣ ପ୍ରଧାନ ଶିକ୍ଷକଙ୍କୁ ପଦୋନ୍ନତି

ପାରଳାଖେମୁଣ୍ଡି,୮/୧୦- ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଗଜପତି ଜିଲ୍ଲାର ୭୪ ଜଣ ଶିକ୍ଷକଙ୍କୁ ଲେବଲ ୩ରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି । ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର
Read More...

ଆଦ୍ୟାଶା ପଣ୍ଡାଙ୍କ ବିରଳ କୃତିତ୍ୱ

ପାରଳାଖେମୁଣ୍ଡି,୮/୧୦- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପଣ୍ଡା ଜାତୀୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛନ୍ତି । ଭାରତୀୟ ଉପଗ୍ରହ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ହୋଇଥିବା "ବିଜ୍ଞାନ ଓ ଉପଗ୍ରହ" ବିଷୟ ଆଧାରିତ ପ୍ରବନ୍ଧ
Read More...

କଟକଣା ଶୁନ୍ୟ ସୁବର୍ଣ୍ଣପୁର ଜିଲ୍ଲା : ସଂକ୍ରମଣ ୩ହଜାର ଡେଇଁଲା

ସୋନପୁର,୮/୧୦ : ଜିଲ୍ଲାର ସମସ୍ତ ଅଞ୍ଚଳରେ କରୋନା ତାର କାୟାବିସ୍ତାର କରି ଚାରିଆଡେ ବ୍ୟାପି ସାରିଛି ହେଲେ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁ ସଚେତନତା ରହିବାକଥା ତାହା ମୋଟେ ଦେଖାଯାଉନାହିଁ । ବିଶେଷକରି ଲକଡାଉନ୍‌ କୋହଳ ପରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ଖୋଲିବାପରେ
Read More...

ସମ୍ବଲପୁରରେ ସ୍ଥିତି ଜଟିଳ: ଆଜି ପୁଣି ନୂଆ ୧୩୬ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୁସ୍ଥତାହାରରେ କିଛି ଉନ୍ନତି ସତ୍ତ୍ୱେ କରୋନା ସଂକ୍ରମଣହାର ଅବନତି ଆଡକୁ ଗତି କରୁଛି, ଯାହାକୁ ନେଇ ଜନସାଧାରଣଙ୍କ ସହିତ ପ୍ରଶାସନ ମଧ୍ୟ ଚିନ୍ତିତ । ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ନୂଆ ପଜିଟିଭ
Read More...

କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ସୁବିଧା ଦାବି

ସମ୍ବଲପୁର : ସାମାଜିକ ସଂଗଠନ "ଆମର ସମ୍ବଲପୁର' ପକ୍ଷରୁ ଏଠାରେ ଚିକିତ୍ସିତ କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସଂଗଠନର କିଛି ସକ୍ରିୟ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ସାକ୍ଷାତ କରିବା ସହ ଏ ବିଷୟରେ
Read More...