Monthly Archives

October 2020

ପ୍ରାକ୍ତନ ବିଇଓ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୨୯/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବିଇଓ ସନାତନ ଗାଆଣଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସରସରା, ତାଳବାହାଲ, ରାଧାନଗର, ବୀରନରସିଂହପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ
Read More...

ବିପଦପୂର୍ଣ୍ଣ ଡ୍ରେନ, ଏନ.ଏଚ. ବିଭାଗର ଦୃଷ୍ଟି ପଡୁ !

ବୌଦ୍ଧ,୨୯/୧୦ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ରାଜନ୍‌ପାଲି ଛକ ଦେଇ ଜାମୁଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଚାଲିଛି । ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା ଡ୍ରେନ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । କୋଉଠି ଡ୍ରେନ ଉପରେ ପ୍ଲେଟ୍‌ ପଡିଛି ତ କୋଉଠି
Read More...

ସମସ୍ୟା ସମାଧାନ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ସମ୍ବଲପୁର,ମହାନଗର ନିଗମରେ କାର୍ଯ୍ଯରତ ସଫେଇ କର୍ମୀଙ୍କ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଦିଗରେ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ରହିଛି । ଏଣୁ ସେମାନେ ତାଙ୍କର ସମସ୍ୟା ଗୁଡିକର ସମାଧାନ ଦାବି ରେ ଆନ୍ଦୋଳନ କରିଥିଲେ । ସମ୍ବଲପୁର ମହା ନଗର ନିଗମ ସଫେଇ କର୍ମଚାରୀ ୟୁନିୟନ୍
Read More...

ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଯଥେଷ୍ଟ ଉନ୍ନତି: ଆଜି ନୂଆ ୨୨ଜଣ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର,ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି ଯଥେଷ୍ଟ ଉନ୍ନତି ଦେଖାଯାଉଛି । ସମଗ୍ର ଜିଲ୍ଲା ରେ କିଛି କିଛି ସ୍ଥାନ ରେ କେଭେ କେମିତି ଗୋଟିଏ ଦୁଇଟି ନୂଆ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ସୁସ୍ଥତାହାର ଯଥେଷ୍ଟ ବଢି ଆଜି ପ୍ରାୟ ୯୫ପ୍ରତିଶତ ହୋଇଛି । ବାକି ରହିଥିବା ୫ ପ୍ରତିଶତ ମଧ୍ୟରୁ
Read More...

ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନରେ ବିଜେଡି କର୍ମୀଙ୍କ ରକ୍ତଦାନ

ସମ୍ବଲପୁର,ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଲର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ଦଳୀୟକର୍ମୀ ଓ କର୍ମକର୍ତ୍ତାଗଣ ଦୀପ ପ୍ରଜ୍ବଳନ, ରକ୍ତଦାନ, ଫଳ ବଣ୍ଟନ କରି ପାଳନ କରିଛନ୍ତି | ଏହି ଅବସରରେ ସ୍ଥାନୀୟ ଶାନ୍ତିନଗର ସ୍ଥିତ ବିଜୁ ଜନତା ଦଲ
Read More...

ବୌଦ୍ଧ : ଆଜି ନୂତନ 19 କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୯/୧୦- ଆଜି ନୂତନ ଭାବରେ ବୌଦ୍ଧ ଜିଲ୍ଲାରେ ପୁଣି 19 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍ କଣ୍ଟୁଆଣୀ ଗ୍ରାମରୁ 1 ଜଣ, ଟୁଟୁସିଙ୍ଗା ଗ୍ରାମରୁ 1 ଜଣ,
Read More...

ରାଜ୍ୟରେ ପୁଣି ୧୬୧୭ କରୋନା ପଜିଟିଭ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୦୯୯ରେ ପହଞ୍ଚିଛି । ଏନେଇ
Read More...

ଜିଲ୍ଲାସ୍ତରୀୟ କାଳୀପୂଜା ସମନ୍ୱୟ କମିଟି ବୈଠକ : କୋଭିଡ଼ ଆଇନ ଭଙ୍ଗ କଲେ ୧ ଲକ୍ଷ ଜୋରିମାନା ଓ ମାମଲା ରୁଜୁ

ଭଦ୍ରକ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ବହୁ ପ୍ରସିଦ୍ଧ କାଳୀପୂଜା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ
Read More...

ପୋଲ ତଳକୁ ଖସିଲା ବାଇକ, ଆରୋହୀ ମୃତ

ବୌଦ୍ଧ,୨୯/୧୦ - ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର୍ ଓ ବିଲାସପୁର ମଧ୍ୟରେ ଥିବା ମେହେରୁଣୀ ପୋଲ ପୁଣି ଆଉ ଜଣେ ବାଇକ ଆରୋହୀଙ୍କ ଜୀବନ ନେଇଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜଣେ ବାଇକ ଆରୋହୀ ବାଇକ ସହ ପୋଲ ତଳକୁ ଖସି ମ୍ରୁତ୍ୟୁ ବରଣ କରିଥିବା ଆଜି ସକାଳେ ସ୍ଥାନୀୟ
Read More...

ଦୁଇ ଦିନରେ ଦୁଇଟି ହୋଟେଲରେ ଚଢ଼ାଉ ନଗଦ ଏକ ଲକ୍ଷ ୭୫ହଜାର ୩୫୦ଟଙ୍କା ଜବତ ୧୩ଜଣ ଜୁଆଡ଼ି ଗିରଫ

ବାଲିଗୁଡ଼ା: ପାର୍ବଣ ଋତୁରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି । ଏହାକୁ ନେଇ ଜୁଆ ଆଡ୍ଡାରେ ଚଢ଼ାଉ ଜାରିରଖିଛି ଜି.ଉଦୟଗିରି ପୋଲିସ । ଗତ ଦୁଇଦିନ ମଧ୍ୟରେ ଜି.ଉଦୟଗିରିର ହୋଟେଲ ଦିଶା ଓ ଦଣ୍ଡପାଣି ଲର୍ଜ ଉପରେ ପୁଲିସ ଚଢ଼ାଉ କରି ଦୁଇଟି ସ୍ଥାନରୁ ନଗଦ
Read More...