Monthly Archives

October 2020

ବୌଦ୍ଧ : ଦୁଇ ହଜାର ମୁହାଁ ହେଲା କରୋନା ପଜିଟିଭ ସଂଖ୍ୟା, ଆଜି ବୌଦ୍ଧରୁ ୪୭ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୨/୧୦ - ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଘୋ ଘୋ ହୋଇ ବଢିଚାଲିଛି । ଆଜି ନୂତନ ଭାବେ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୭ ଜଣ, ହରଭଙ୍ଗା
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ୧୫୦ ତମ ଗାନ୍ଧୀଜୟନ୍ତୀ ପାଳିତ

ବୌଦ୍ଧ,୨/୧୦- ଆଜି ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାସ୍ତରୀୟ ୧୫୦ତମ ଗାନ୍ଧୀଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ ଗାଇଡଲାଇନ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର
Read More...

ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୨/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସକାଳୁ ରାମଧୂନ ଓ ଗାନ୍ଧୀଛକ ନିକଟରେ ଗୌରହରି ପାଠାଗାରରେ ଥିବା
Read More...

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଗଜପତି ପକ୍ଷରୁ ବିକ୍ଷୋଭ

ପାରଳାଖେମୁଣ୍ଡି,୨/୧୦- ଆପ ଗଜପତି ପକ୍ଷରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ
Read More...

ଗାନ୍ଧୀ ଜୟନ୍ତୀରେ ଗାଁ ରାସ୍ତା ସଫେଇ କଲେ ଯୁବକ

ବୌଦ୍ଧ/ଜହ୍ନାପଙ୍କ,୨/୧୦ - ଆଜି ପବିତ୍ର ଗାନ୍ଧୀଜୟନ୍ତୀରେ ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମ ପଂଚାୟତ ଗୌତମପାଲି ଗ୍ରାମର ଯୁବକ ମାନେ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଭାରତର ବାର୍ତ୍ତା ବାଣ୍ଟିଛନ୍ତି । ଗ୍ରାମରେ ଥିବା ଭଗବତ୍‌ ସେବା ସଂଘର ଯୁବ ସଦସ୍ୟମାନେ ଏକତ୍ରହୋଇ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ
Read More...

୧୨୭ ସିଆରପିଏଫ୍‌ ବିଟାଲିୟନ୍‌ ପକ୍ଷରୁ “ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌” କାର୍ଯ୍ୟକ୍ରମ

ବାଲିଗୁଡ଼ା,୨/୧୦: ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ୧୨୭ ସିଆରପିଏଫ୍‌ ବାଟାଲିୟନ୍‌ ପକ୍ଷରୁ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ଇଣ୍ଡିଆ ରନ୍‌ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୨୭ ସିଆରପିଏଫ୍‌ ବାଟାଲିୟନର କମାଣ୍ଡାଣ୍ଟ୍‌ ଆନନ୍ଦ ଝା
Read More...

ସାତ ବର୍ଷ ହେଲା ପଡି ରହିଛି ପାନୀୟ ଜଳ ପ୍ରକଳ୍ପ

ବୌଦ୍ଧ/ବାଉଁଶୁଣି,୨/୧୦ - ବୌଦ୍ଧବ୍ଲକ୍‌ ବାଉଁଶୁଣି ଗ୍ରାମ ପଂଚାୟତର ୯ ଓ ୧୦ ନମ୍ବର୍‌ ୱାର୍ଡ ଜମଘାଟୀର ବାସିନ୍ଦା ପିଇବା ପାଣି ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ ହୁଏ । ସେ ଅଂଚଳରେ ଥିବା ଏକମାତ୍ର ନଳକୂଅରୁ ଉଭୟ ୱାର୍ଡର ଜନସାଧାରଣ ପାନୀୟ ଜଳ ସଂଗ୍ରହ କରୁଥିବାରୁ ସେଠାରେ ନାହିଁନଥିବା
Read More...

ଟି. ଏମ.ସି.ରେ ସଙ୍ଗରୋଧ କଟlଉଛନ୍ତି ବିଧାୟକ ମହୀଧର

ବୌଦ୍ଧ/କଣ୍ଟାମାଳ,୨/୧୦ - ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜର ସାଧାରଣ ଜୀବନ ଶୈଳୀ ପାଇଁ ବିଶେଷ ପରିଚିତ l ଗତ ସୋମବାର ଦିନ କରୋନା ପଜିଟିଭ ଚିନ୍ହଟ ହେବା ପରେ ଅନ୍ୟ ବିଧାୟକ ମାନଙ୍କ ପରି ସରକାରୀ ଖର୍ଚ୍ଚରେ ସବୁ ସୁବିଧା ସୁଯୋଗ ଥିବା
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୯ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ,ଗୁମ୍ମା ବ୍ଳକରୁ ଜଣେ,ମୋହନା ବ୍ଳକରୁ ୬ ଜଣ,ପାରଳା ପୌର ପରିଷଦରୁ ୧୩ ଜଣ, ରାୟଗଡ ବ୍ଲକରୁ ଜଣେ ନୂଆଗଡ଼ ବ୍ଳକରୁ ୪ ଜଣ ଓ ରାୟଗଡା ଜିଲ୍ଲାରୁ ଜଣେ
Read More...

ବାଉଁଶୁଣି : ୨ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପଙ୍କଜିନୀ ନାଏକ ସେସବୁ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ମାଳୀପଡା ଓ ବାଉଁଶୁଣି ଛକଠାରୁ ଗୁନ୍ଦୁଲିଆ
Read More...