Monthly Archives

October 2020

ବୌଦ୍ଧ: ପ୍ରମୋଦ ପ୍ରସାଦ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

ବୌଦ୍ଧ,୨୮/୧୦ - ଗତ ୧୧ ତାରିଖ ଠାରୁ ନିଖୋଜ ଥିବା ମୋବାଇଲ ଦୋକାନୀ ରାଜା ଓରଫ୍‌ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପରଦା ହଟାଇବାରେ ବୌଦ୍ଧ ପୋଲିସକୁ ସଫଳତା ମିଳିଛି । ରାଜା ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ ଏସପି ଭି ରଘୁନାଥ ରାଓ ଜିଲ୍ଲା ପୋଲିସ୍‌
Read More...

ସୋଲାର୍‌ ହ୍ୟାଣ୍ଡପଂପ୍‌ ଭୁଷୁଡିବା ଘଟଣା…. ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କ.ନୂଆଗାଁ ବି.ଡି.ଓଙ୍କୁ ଅଭିଯୋଗ…

ବାଲିଗୁଡା/କ.ନୂଆଗାଁ, ୨୮/୧୦-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଅଧିନସ୍ଥ ମହାଶିଙ୍ଗୀ ପଞ୍ଚାୟତର ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନବନିର୍ମିତ ୧୦୦୦୦ ଲିଟର ବିଶିିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିବା ସମୟରେ ପ୍ରକଳ୍ପଟି ଭୁଷୁଡି ପଡିବା ସହ ଟାଙ୍କି
Read More...

ଚାଉଳ କିଲୋ @୧, ପିଆଜ @୮୦ : ପରିବା ଆଡକୁ ହାତ ଯାଉନି, ଖାଉଟୀ ହନ୍ତସନ୍ତ

ହରଭଙ୍ଗା : କରୋନା ମହାମାରୀ ସଂକ୍ରମିତକୁ ନେଇ ଆଜକୁ ୭ ମାସ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଜିଛି । ହୁହୁ ହୋଇ ବଢୁଥିବା ଦରଦାମକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ରୋକିବାରେ ବିଫଳ ହୋଇଥିବାରୁ ଖାଉଟି ମହଲରେ ଏବେ ଏହି ଦରବୃଦ୍ଧି ଚିନ୍ତାର କାରଣ ହୋଇଛି । ସରକାରଙ୍କ
Read More...

ଗଜପତିରେ ଆଜି ୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୮/୧୦- ଗଜପତିରୁ ଆଜି ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଳକରୁ ଜଣେ, ଗୁମ୍ମା ବ୍ଳକରୁ ୨ ପାରଳା ପୌର ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା
Read More...

ସମ୍ବଲପୁରରେ ଆଜି ନୂଆ ୩୨ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର :ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ସତ୍ତ୍ୱେ ମୃତ୍ୟୁହାରରେ ମଧ୍ୟ ଅଭିବୃଦ୍ଧି ଯୋଗୁଁ ପ୍ରଶାସନ ସହିତ ଜନସାଧାରଣଙ୍କ ଚିନ୍ତା ବଢିଚାଲିଛି । ଏପର୍ଯ୍ୟନ୍ତ ସମସ୍ତ ଆଶଙ୍କାକୁ ନିରାଧାର ପ୍ରମାଣିତ କରି ଗୋଟିଏ ପକ୍ଷେ କରୋନା ଆକ୍ରାନ୍ତଙ୍କ ଅଭିବୃଦ୍ଧି
Read More...

ଆଦିବାସୀ ବିଧବା ପାଞ୍ଚ ବରିହାଙ୍କୁ କେବେ ପାଞ୍ଚିବ ପ୍ରଶାସନ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ସୋଲବନ୍ଦ ଗ୍ରାମ ପଞ୍ଚାୟତ ର ସୋଲବନ୍ଦ ଗ୍ରାମ ର ଅତି ରୁ ଅତି ଗରିବ ୨୦ ବର୍ଷ ର ଆଦିବାସୀ ବିଧବା ମହିଳା ଶ୍ରୀମତୀ ପାଞ୍ଚ ବରିହା ଘର ନଥିବାରୁ କେତେ ଯେ କଷ୍ଟ ରେ ରହୁଛନ୍ତି ତାହା ଅବର୍ଣ୍ଣନୀୟ । ତାଙ୍କ ପରିବାର ର ରେ ମୋଟ ଆଠ ଜଣ
Read More...

ରାଜ୍ୟରେ ପୁଣି ୧୫୪୦ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର ୨୮ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୫୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୪୮୨ରେ ପହଞ୍ଚିଛି ।
Read More...

ବୌଦ୍ଧ : ଆଜି କେବଳ ରାମ୍ଭିକଟା ଗ୍ରାମରୁ 2 କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ମାତ୍ର 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ କେବଳ ହରଭଙ୍ଗା ବ୍ଲକ୍ ସାମ୍ପୋଚ
Read More...

ବୌଦ୍ଧ : ଧାନ ବିକି ପାରିବେ ନାହିଁ ପ୍ରାୟ ୨ ହଜାର ଚାଷୀ !

ବୌଦ୍ଧ,୨୮/୧୦ - ଜିଲ୍ଲାରେ ଧାନ ପଞ୍ଜିକରଣ ପାଇଁ ଫର୍ମ ଦାଖଲ କରିଥିବା ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ନିଜ ଚାଷଜମି ଧାନ ବିକ୍ରି କରିପାରିବେ ନାହିଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧାନ ପଞ୍ଜିକରଣ କାର୍ଯ୍ୟ କରୁଥିବା ଅନେକ ସେବା ସମବାୟ ସମିତି ଠିକଣା ସମୟ
Read More...

ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଯୋଗାଇ ଦେବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୨୮/୧୦-ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ବହିରା ଗ୍ରାମର କିଶୋର ମହାନନ୍ଦିଆ (୨୦) ଜଣେ ଭିନ୍ନକ୍ଷମ ଯୁବକ । ସେ ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି ଓ ଗୋଡରେ ଚାଲି ପାରୁନଥିବାରୁ ଜନ୍ମରୁ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସରକାରୀ ସହାୟତା ଭାବେ କେବଳ ଭିନ୍ନକ୍ଷମ ଭତ୍ତା
Read More...