ବିଡିଓଙ୍କ ନାମରେ ଥାନାରେ ମାମଲା ପରେ ଖୋଲିପାରେ ଆବାସ ଦୁର୍ନୀତିର ଗୁମର !
ବୌଦ୍ଧ,୨୧/୧୧ - ବୌଦ୍ଧବ୍ଲକ୍ ମୁଣ୍ଡାପଡା ଗ୍ରାମ ପଞ୍ଚାୟତରେ ଆବାସ ଯୋଜନାରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଯାଇ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ମାମଲାରେ ଛନ୍ଦି ହୋଇଛନ୍ତି । ଅଭିଯୋଗକାରୀଙ୍କ ଘରକୁ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ସେ କୁଆଡେ ଜାତିଆଣ ଆକ୍ଷେପ!-->…
Read More...
Read More...