Monthly Archives

November 2020

ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ

ସୋନପୁର ,୨୦/୧୧- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ସ୍ଥାନୀୟ କୁଷ୍ଠାଶ୍ରମ ପରିସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ
Read More...

ବାମଣ୍ଡା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ,୨୦/୧୧ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଗ୍ରାମର ଜନସାଧାରଣ l ଏ ସମ୍ପର୍କରେ ଅଭିଯୋଗ କରି ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ଦେବଗଡ଼, ନାୟକ ପଡା, କୁଲିମୁଣ୍ଡା
Read More...

ଦାରିଙ୍ଗବାଡ଼ିରେ ନୂତନ ତହସିଲଦାରଙ୍କ ଯୋଗଦାନ

ଦାରିଙ୍ଗବାଡ଼ି,୧୯/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟଳୟରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ପ୍ରଧାନ ଗଞ୍ଜାମ
Read More...

ବ୍ୟାଙ୍କଗାଡି ଡକାୟତି ମାମଲାରେ ୯ଜଣ ଗିରଫ ଓ ନଗଦ ଦଶଲକ୍ଷ ଟଙ୍କା ଜବତ

ସମ୍ବଲପୁର : ପ୍ରାୟ ଦଶଦିନ ପୂର୍ବେ ଏକ ବ୍ୟାଙ୍କ ଗାଡିରୁ ୩୫ ଲକ୍ଷ ଟଙ୍କାରୁ ଅଧିକର ଏକ ଡକାୟତି ମାମଲାର ପର୍ଦ୍ଦାଫାଶ କରି ସମ୍ବଲପୁର ଜିଲ୍ଲା ପୁଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନେଠାରୁ ନଗଦଦଶ ଲକ୍ଷ ୯ ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ କରିଛି । ଏ
Read More...

ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୯/୧୧- ଆଜି ଗଜପତି ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ,ପାରଳା ପୌରପରିଷଦରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,୧୯/୧୧- ଆଜି ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ଦଳ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାପରେ ଶ୍ରୀମତୀ
Read More...

ବୌଦ୍ଧ : ଆଜି ଜଣେ ମାତ୍ର କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୧୯/୧୧- ଆଜି ବୌଦ୍ଧ ଜିଲ୍ଲାରେ ଜଣେ ମାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2711 ରେ ପହଞ୍ଚିଲା l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ
Read More...

୧୫ ଦିନରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୯୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା,୧୯/୧୧: ଜୋର୍‌ ଧରିଲା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର
Read More...

ହୀରାଞ୍ଚଳ ଖବର କାଗଜର ପ୍ରଭାବ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ସରକାର

ଫୁଲବାଣୀ,୧୯/୧୧: ମାଆ ଗର୍ଭରେ ଶିଶୁ ରହିବାଠାରୁ ମଣିଷ ମଲାପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ସ୍ୱାସ୍ଥ୍ୟସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଉଦାହରଣ ହେଉଛି ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମର ମହାଜନ ଚନ୍ଦନଙ୍କ ଦୁଇବର୍ଷର
Read More...

ମୋଟର ସାଇକେଲ ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର : ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଡିମରିକୁଦ ନିକଟସ୍ଥ ଏକ ପୋଲ ଉପରେ ବୁଧବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ନାକଟିଦେଉଳରୁ ରେଢାଖୋଲ ଆସୁଥିବା ସମୟରେ ସେମାନେ ଉକ୍ତ ଡିମରିକୁଦ ପୋଲ ଉପରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ
Read More...