Monthly Archives

November 2020

ଜୋର୍‌ଧରିଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ପୁଣି ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୧୬/୧୧: ଜୋର୍‌ ଧରିଲା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସାଇନପଡ଼ା ପଞ୍ଚାୟତର ଡାଉଙ୍ଗିଆ ଓ କାଳିଆଜୋଡ଼ି
Read More...

ରାଜ୍ୟରେ ପୁଣି ୭୪୯ କରୋନା ପଜିଟିଭ ଚିହ୍ନଟ,୧୬ମୃତ

ଭୁବନେଶ୍ୱର ୧୬ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୪୯କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୪୦୮ରେ ପହଞ୍ଚିଛି ।
Read More...

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୱାର୍ଡ ନଂ – ୩୯ ରେ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ, ମହମବତୀ,…

ଭୁବନେଶ୍ୱର : ପବିତ୍ର ଦୀପାବଳୀ ଓ ଶିଶୁ ଦିବସ ଉପଲକ୍ଷେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପ ଓ ଶାସ୍ତ୍ରୀନଗର କମୁନିଟି ହଲରେ ନିଃସ୍ୱାର୍ଥ ସେବା ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା,
Read More...

ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ କଲା ଏ ଵି ଭି ପି

ଫୁଲବାଣୀ,୧୫/୧୧: ଆଜି କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳନ କରାଯାଇଛି l ଏହି ପରିପେକ୍ଷୀରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା
Read More...

ବୌଦ୍ଧ : ଆଜି 12 କରୋନା ପଜିଟିଭ ଚିନ୍ହଟ, ମୋଟ ପଜିଟିଭ 2703

ବୌଦ୍ଧ,୧୫/୧୧ - ଆଜି ବୌଦ୍ଧ ଜିଲ୍ଲାରୁ ପୁଣି 12 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି | ଆଜିର 12 କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 2703 ଜଣ କରୋନା ପଜିଟିଭ ଚିନ୍ହଟ ହୋଇ ସାରିଛନ୍ତି l ଜିଲ୍ଲାରେ
Read More...

ବୌଦ୍ଧରେ କାଳୀ ପୂଜା ଅନୁଷ୍ଠିତ

ବୌଦ୍ଧ,୧୫/୧୧ - ବୌଦ୍ଧ ଜିଲ୍ଲାର କୋଣେ ଅନୁକୋଣେ ପବିତ୍ର ଦୀପାବଳି ଅବସରରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l କୋଭିଡ୍ କଟକଣା ପାଇଁ ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ଦେଖିବାକୁ ମିଳୁନଥିଲେ ମଧ୍ୟ ବିଭିନ୍ନ ପୂଜା କମିଟି ତରଫରୁ ପାରମ୍ପରିକ ରୀତି ନୀତି ମଧ୍ୟରେ କୋଭିଡ୍ ନିୟମକୁ
Read More...

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକା ସମ୍ପର୍କରେ ଆଲୋଚନାଚକ୍ର

ବୌଦ୍ଧ,୧୫/୧୧ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମ୍ଭିକଟା ଠାରେ "ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଭୂମିକା " ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି | ଆଜି ଅନୁଷ୍ଠିତ ଏହି ଆଲୋଚନା
Read More...

ଗ୍ରାମୀଣ ଆବାସ ଯୋଜନା : ଗୃହ ପ୍ରବେଶ ଉତ୍ସବ

ହରଭଙ୍ଗା : ହରଭଙ୍ଗା ବ୍ଲକର ୨୨ଗୋଟି ପଞ୍ଚାୟତର ଗରୀବ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ହିତାଧିକାରୀମାନେ ଠିକ୍ ସମୟ ସୀମା ମଧ୍ୟରେ ଆବାସ ଗୃହ ଶେଷ କରିବାକୁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହିତାଧିକାରୀଙ୍କୁ
Read More...

ଜହ୍ନାପଙ୍କ ବସଷ୍ଟାଣ୍ଡରେ କାଳୀପୂଜା

ଜହ୍ନ ।ପଙ୍କ,୧୫/୧୧- ବୌଦ୍ଧବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ବଜରଙ୍ଗ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ କୋରନା କଟକଣା ନିୟମ ଅନୁଯାୟୀ କାଳୀପୂଜା ଆରମ୍ଭ ହୋଇଛି । ସକାଳେ ସ୍ଥାନୀୟ ପୋଖରୀରୁ ପୂଜା କରି ଗଙ୍ଗାମାତାଙ୍କୁ ଆବାହନ କରି ପୂର୍ଣ୍ଣ କଳସୀରେ ପାଣିଆଣି ପୂଜାମଣ୍ଡପରେ ସ୍ଥାପନ
Read More...

ଗଜପତିରେ ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୫/୧୧- ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ ବ୍ଲକରୁ ଜଣେ, ପାରଳା ପୌରପରିଷଦରୁ ୨ ଜଣ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ
Read More...