Monthly Archives

November 2020

ପିକ୍ଅପ୍ ଗାଡି ସହ ବାଇକ ଧକ୍କା, ଜଣେ ଗୁରୁତର

ବୌଦ୍ଧ / ବlଉଁଶୁଣି - ଗତକାଲି ରାତି ପ୍ରାୟ ଘ9. 40 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ଜମଟlଙ୍ଗୀ ଛକ ନିକଟରେ ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣି ପଟରୁ ଜମଟାଙ୍ଗୀ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୪/୧୧- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ ପରିବାର ପକ୍ଷରୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ
Read More...

କଂଗ୍ରେସ ପକ୍ଷରୁ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ

ବୌଦ୍ଧ,୧୪/୧୧ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ବୌଦ୍ଧ ସହର ସ୍ଥିତ ପୁରୁଣା କଚେରୀ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ
Read More...

ଜିଲ୍ଲାରେ 26 କରୋନା ପଜିଟିଭ ଚିନ୍ହଟ, ବଡ ଝାରମୁଣ୍ଡା ଗାଆଁରୁ 22

ବୌଦ୍ଧ,୧୪/୧୧- ଆଜି ବୌଦ୍ଧ ଜିଲ୍ଲାରୁ ପୁଣି ନୂତନ 26 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି | ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ 26 ପଜିଟିଭ ଚିନ୍ହଟ ହୋଇଛନ୍ତି ସେମାନଙ୍କ
Read More...

ବୌଦ୍ଧ ଜିଲ୍ଲାପାଳ ଙ୍କ ଋଷ୍ୟଶୃଙ୍ଘ ଆଶ୍ରମ ଓ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ

ବୌଦ୍ଧ,୧୩/୧୧- ହରଭଙ୍ଗା ବ୍ଲକ୍ ବାମଣ୍ଡା ପଂଚାୟତ ନାୟକ ପଡା ଠାରେ ଅବସ୍ଥିତ ଋଷ୍ୟଶୃଂଗ ଆଶ୍ରମ ଓ ଶ୍ରୀ ଜଗନ୍ନାଥଙ୍କ ପାତାଳି ଶ୍ରୀ କ୍ଷେତ୍ରକୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନରେ ଯାଇଥିଲେ l ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନକୁ ଏକ ସୁନ୍ଦର ମନୋରମ ପର୍ଯ୍ୟଟନ ସ୍ଥଳୀ କରିବାକୁ
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର

ବୌଦ୍ଧ,୧୩/୧୧- ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର 57ର ଲଇଗାଁ ନିକଟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଲଇଗାଁ ନିକଟରେ ହୋଇଥିବା ଦୁଇ ବାଇକ ମଧ୍ୟରେ ଧକ୍କା ଫଳରେ ବୀରମହାରାଜପୁର
Read More...

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ସଂକଳ୍ପ

ଫୁଲବାଣୀ,୧୩/୧୧: ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବେଳେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କନ୍ଧମାଳ ପକ୍ଷରୁ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୀପଦାନ କରି ସଂଙ୍କଳ୍ପ ଦିବସ ପାଳନ କରାଯାଇଛି।ଦେଶର ପ୍ରଥମ
Read More...

କନ୍ଧମାଳରେ ଆଜି ପୁଣି ୧୯ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୧୩/୧୧- କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳରେ ପୁଣି ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୮୧୮ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୬୯୩ ଜଣ ସୁସ୍ଥ ହୋଇ
Read More...

କାର୍‌ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ,ଚାଲାଣକାରୀ ଫେରାର୍‌

ବାଲିଗୁଡ଼ା,୧୩/୧୧: ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ । ପୋଲିସ୍‌ ପେଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ପୋଲିସ୍‌ । ବାଲିଗୁଡ଼ା ଥାନା ଗୋଇବାଲି ନିକଟରେ ପୋଲିସକୁ ଦେଖି ଏକ କାର୍‌ ଜଙ୍ଗଲ ରାସ୍ତାରେ
Read More...

ଆଜି ବୌଦ୍ଧସହର ଓ ବିଶିପାଲି ଗ୍ରାମରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୩/୧୧ - ନଭେମ୍ବର ମାସରେ ବୌଦ୍ଧ ଜିଲ୍ଲାରେ କରୋନାର ପ୍ରାଦୁର୍ଭାବ ଆଉ ଦେଖିବାକୁ ମିଳୁନାହିଁ । ଏକ ଅଙ୍କ ମଧ୍ୟରେ ସୀମିତ ରହୁଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । ଆଜି ମଧ୍ୟ ବୌଦ୍ଧ ଜିଲ୍ଲାରେ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ
Read More...