Monthly Archives

November 2020

ଜନସେନା ଅଧିନେତା ପୱନ କଲ୍ୟାଣଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି : ଆଜି ଜନସେନା ଅଧୀନେତା ଶ୍ରୀ ପୱନ କଲ୍ୟାଣଙ୍କୁ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଏବଂ ଚିତ୍ରି ସିମହଦ୍ରି କାଶୀନଗର ବ୍ଲକ ଚେୟାରମ୍ୟାନ୍ ଚିତ୍ରୀ ସୀମାଦ୍ରୀ, ଜନସେନା ଅଧିନେତା ଶ୍ରୀ ପୱନ କଲ୍ୟାଣଙ୍କୁ ହାଇଦ୍ରାବାଦ ସ୍ଥିତ
Read More...

ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ

ପାରଳାଖେମୁଣ୍ଡି,୧୧/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ

ପାରଳାଖେମୁଣ୍ଡି,୧୧/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି
Read More...

ରାଜ୍ୟରେ ପୁଣି ୧୨୨୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୦୦୦ରେ ପହଞ୍ଚିଛି । ଏନେଇ
Read More...

ଦକ୍ଷିଣାଞ୍ଚଳ ମହାମଣ୍ଡଳ ସଂପାଦକ ଭାବେ ନିର୍ବାଚିତ ହେଲେ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

ପାରଳାଖେମୁଣ୍ଡି,୧୦/୧୧- ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦକ୍ଷିଣାଞ୍ଚଳ ମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର (ଭୁବନେଶ୍ୱର) ୨୦୨୦- ୨୦୨୧ ଆର୍ଥିକ
Read More...

ଜୀବନଜ୍ୟୋତି ବୀମାକରି ଷ୍ଟେଟ ବ୍ୟାଙ୍କରୁ ମହିଳା ପାଇଲେ ଦୁଇ ଲକ୍ଷ ଟଙ୍କା

ବୌଦ୍ଧ,୧୦/୧୧- ଆଜି ବୌଦ୍ଧଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବୁଟୁପାଲି ଶାଖାରେ ଏକ ସାଧାରଣ ସଭାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଟୁଟୁସିଙ୍ଗା ନିବାସୀ ସବିତା ସାହୁଙ୍କୁ ଦୁଇ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଶ୍ରୀମତୀ ସାହୁଙ୍କର ସ୍ୱାମୀ ସ୍ୱର୍ଗତ ଗୋପବନ୍ଧୁ ସାହୁ ବିଗତ ବର୍ଷ
Read More...

ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ,୧୫୬ ଲିଟର ମଦ ଜବତ,୧୦ ଗିରଫ

ଦାରିଙ୍ଗବାଡି,୧୦/୧୧: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ୧୫୬ ଲିଟର ଦେଶୀ ମଦ ସହ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବ୍ରହ୍ମପୁର ଅବକାରୀ ଆଇଆଇସି ମିହିର କୁମାର ସେଠୀ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା
Read More...

ଦକ୍ଷିଣାଞ୍ଚଳ ମହା ମଣ୍ଡଳ ସଂପାଦକ ଭାବେ ନିର୍ବାଚିତ ହେଲେ ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ

ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସଭାପତି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଦକ୍ଷିଣାଞ୍ଚଳମହାମଣ୍ଡଳର ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘର (ଭୁବନେଶ୍ୱର) 2020- 2021 ଆର୍ଥିକ ବର୍ଷ ପାଇଁ ଭର୍ଚୁଏଲ ମିଟିଙ୍ଗ
Read More...

ଛଟେଇ ପାରା ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବୌଦ୍ଧ,୧୦/୧୧- ମହାମାରୀ କୋଭିଡ୍ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଛଟେଇ କରାଯାଇଥିବା ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ମହାମାରୀ ବ୍ୟାପିବା ପରେ ଏ ସମସ୍ତ କର୍ମୀ ମାନଙ୍କୁ ଅସ୍ଥାୟୀ ଭାବରେ ଗତ ଅପ୍ରେଲ୍ ମାସରେ ନିଯୁକ୍ତି
Read More...

ସରକାରଙ୍କ ଯୋଜନା ଅପହଞ୍ଚ, ୨ବର୍ଷର ଶିଶୁ ମରଣ ସହ ସଂଘର୍ଷ

ଫୁଲବାଣୀ,୧୦/୧୧: ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାଲାଗି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସବୁ ଯୋଜନାର ସୁଫଳ ଗ୍ରାମାଞ୍ଚଳରେ ଥିବା ଗରିବ ଗୁରୁବା ନିକଟରେ ପହଞ୍ଚିପାରୁନି ।
Read More...