Monthly Archives

November 2020

ଗଜପତିରେ ପୁଣି ୯ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୯/୧୧ - ଗଜପତିରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଳକରୁ ୩ ଜଣ,ରାୟଗଡରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବାପରେ କିଛି ଜଣଙ୍କୁ ହୋମ ଆଇସୋଲେସନ କୋଭିଡ
Read More...

ସଂକ୍ରମଣ ନିୟନ୍ତ୍ରିତ ସତ୍ତ୍ୱେ ସକ୍ରିୟ ରୋଗୀଙ୍କ ସହିତ ମୃତ୍ୟୁସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ

ସମ୍ବଲପୁର: ବିଗତ ତିନି ସପ୍ତାହ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, କିନ୍ତୁ ତିନି ଦିନ ହେଲା ସକ୍ରିୟ ରୋଗୀଙ୍କ ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇଛି । ଗତ ତିନି ଦିନର ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ଶନିବାର ଦିନ ଏହା ୩୪୦,
Read More...

ବଙ୍ଗାଲିପଡାରେ ଜୁଆ ଚଢ଼ାଉ: ୯ ଜଣ ଗିରଫ

ସମ୍ବଲପୁର: ଆଗାମୀ ଦିନରେ ଦୀପାବଳି ରହୁଥିବାରୁ ଏହାପୂର୍ବରୁ ଜୁଆଖେଳର ପ୍ରାଦୁର୍ଭାବ ଯଥେଷ୍ଟ ବଢିଯାଇଛି ଓ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦିଗରେ ଏଠାକାର ପୁଲିସ ସକ୍ରିୟ ହୋଇ ଯାଇଛି । ଏହି ଶୃଙ୍ଖଳାରେ ଗତକାଲି ସନ୍ଧ୍ୟା ଓ ରାତିରେ ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦିନିକିଆ ଗଜପତି ଗସ୍ତ

ପାରଳାଖେମୁଣ୍ଡି,୯/୧୧- ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶନିବାର ଦିନ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଉନ୍ନତି ମୂଳକ
Read More...

ଆଜି ବୌଦ୍ଧ ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ ଘୋଷିତ

ବୌଦ୍ଧ,୯/୧୧ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ପଜିଟିଭ ମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍‌
Read More...

ପୁଣି ରାଜ୍ୟରେ ୧୨୨୯ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର ୯ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୨୭୯୩ରେ ପହଞ୍ଚିଛି ।
Read More...

ସୁନ୍ଦରପଙ୍କା ସ୍କୁଲ ବନ୍ଦ ନକରିବାକୁ ଗ୍ରାମବାସୀଙ୍କ ଦାବି

ଦାରିଙ୍ଗବାଡ଼ି,୮/୧୧: ବ୍ରାହ୍ମଣୀଗାଁ ପଂଚାୟତ ଅନ୍ତର୍ଗତ ସୁନ୍ଦରପଙ୍କା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବାକୁ ସୁନ୍ଦରପଙ୍କା ବିଦ୍ୟାଳୟର ଏସଏମସି କମିଟି ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଟି ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ଙ୍କୁ ଏକ ଦାବିପତ୍ର ପ୍ରଦାନ
Read More...

ସମର୍ପିତ ଓଡ଼ିଶାର ୩୭ତମ ରକ୍ତଦାନ ଶିବିର

ସମର୍ପିତ ଓଡିଶା, ମା ନାରାୟଣୀ କାଳୀପୂଜା କମିଟି, ଜଗା ବଳିଆ ୟୁଥ ଆସୋସିଏସନ, ମା ନାରାୟଣୀ କ୍ଲବ ର ମିଳିତ ଆନୁକୂଲ୍ୟ ରେ ଏବଂ କମିଶନରେଟ ପୋଲିସ ସହଭାଗିତାରେ ବରାଳ ୪୨ ମୌଜା,କଟକ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ କମିଶନରେଟ ପୋଲିସ ଏ ସି ପି ଶ୍ରୀ
Read More...

ବୌଦ୍ଧ: ଆଜି ୬ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ
Read More...

ଟ୍ରକ- ବଲେରୋ ମଧ୍ୟରେ ଧକ୍କା, ବର୍ତ୍ତିଗଲେ ୫ ଯାତ୍ରୀ

ବୌଦ୍ଧ,୮/୧୧ - ଆଜି ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୌଦ୍ଧବ୍ଲକ ଗମ୍ଭାରୀପଦର ପେଟ୍ରୋଲ୍‌ ପମ୍ପ ନିକଟରେ ଗୋଟିଏ ବଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲେ ମଧ୍ୟ ବଲେରୋରେ ସବାରଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି
Read More...