ସେବାକରି ସ୍ୱାସ୍ଥ୍ୟକର୍ମୀ ଅବିଚାରର ଶିକାର ହେଲେ
ସମ୍ବଲପୁର,୪/୧୧- ସମ୍ବଲପୁର ଜିଲ୍ଲା କୋଭିଡ ହସ୍ପିଟାଲରେ ତିନିମାସରୁ ଉର୍ଦ୍ଧ୍ୱକାଳ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ ରୋଗୀଙ୍କ ସେବାକଲା ପରେ ଗତ ୩୦ଅକ୍ଟୋବର ଅଧରାତିରେ ସେମାନଙ୍କୁ ହଠାତ କାର୍ଯ୍ୟରୁ ବାହାର କରିଦିଆଯାଇଛି । ଏହିପରି ଅବିଚାରର ବିରୋଧ କରି ବର୍ତ୍ତମାନ!-->…
Read More...
Read More...