Monthly Archives

November 2020

କରୋନା ସଂକ୍ରମଣ ନିୟନ୍ତ୍ରିତ ଯୋଗୁଁ ଲୋକେ ଆଶ୍ୱସ୍ତ

ସମ୍ବଲପୁର :ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା, ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଓ ଏହା ସହିତ ସୁସ୍ଥତାହାର ବଢି ୯୪.୭ ପ୍ରତିଶତ ଯାଏଁ ପହଞ୍ଚି ଯାଇଛି । ଆଜିକୁ ୧୬ ଦିନ ହେଲା ସମଗ୍ର ଜିଲ୍ଲାରେ ଦୈନିକ ସଂକ୍ରମଣ ୫୦ ତଳକୁ ରହି ଆସୁଛି, ଯଦିଓ ଏହା ପୂର୍ବରୁ ପ୍ରାୟ
Read More...

ପୁଣି ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ
Read More...

ବୌଦ୍ଧ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୬୦୦ ଟପିଲା

ବୌଦ୍ଧ,୩/୧୧ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୬୦୦ ଟପିଲା । ଆଜି ସୁଦ୍ଧା ଜିଲ୍ଲାରେ ୨୬୦୫ ଜଣ କରୋନା ପଜିଟିଭ ଚିହ୍ନଟ
Read More...

ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ସଂଗୃହିତ ଅର୍ଥକୁ କରୋନା ମୃତକଙ୍କ ପରିବାରକୁ ପ୍ରଦାନ

ବୌଦ୍ଧ - ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି
Read More...

ଭଙ୍ଗା ନଳକୂପ ମରାମତି ପାଇଁ ଦାବୀ

ବୌଦ୍ଧ,୩/୧୧ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଚନ୍ଦନିଆ ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ଦୀର୍ଘ 6 ମାସ ହେଲା ଅଚଳ ହୋଇ ପଡିଛି l ମରାମତି ପାଇଁ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ତାର ମରାମତି ପାଇଁ ପଂଚାୟତରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସେ ଦିଗରେ ପଦକ୍ଷେପ
Read More...

ପେଟ୍ରୋଲିଂ ସମୟରେ ପୋଲିସ କୁ ଆକ୍ରମଣ ଘଟଣା ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ନେଇ ଵୈଠକ

ଦାରିଙ୍ଗବାଡ଼ି,୦୩/୧୧: ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ପୋଲିସ ଉପରକୁ ଆକ୍ରମଣ ଘଟଣା କୁ ନେଇ ପୋଲିସ ଓ ଜନତାଙ୍କ ସୁସମ୍ପର୍କ ନେଇ ମେରାମାହା ଗ୍ରାମ ଠାରେ ଦାରିଙ୍ଗବାଡ଼ି ବ୍ଲକ ଉପାଧକ୍ଷ ରମାକାନ୍ତ ବଳିଆରସିଂ ଙ୍କ ତତ୍ୱାବଧାନ କ୍ରମେ ବ୍ରାହ୍ମଣୀଗାଁ ଅଂଚଳ ଅନ୍ତର୍ଗତ ୮ ଗୋଟି ପଂଚାୟତର
Read More...

ମିକ୍ସର ମେସିନ୍ ପଛରୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ/ ବାଉଁଶୁଣି,୩/୧୧ - ଗତ ବିଳମ୍ବିତ ରାତିରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ନିକଟରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର
Read More...

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବାଲିଗୁଡା,୨/୧୧- ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ
Read More...

କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ/ଜହ୍ନାପଙ୍କ,୨/୧୧ - ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବଜରଙ୍ଗ ଯୁବକ ସଂଘ ପକ୍ଷରୁ ହେବାକୁ ଥିବା କାଳୀପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ରଞ୍ଜିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଥିଲା।ସମ୍ପାଦକ ପ୍ରକାଶ ବାରିକ ସଭାର ଆଭିମୁଖ୍ୟ
Read More...

ଚାରିଛକ ଠାରେ ଜେ.ଏମ.ଏଫ.ସି. କୋର୍ଟ ବିଲଡିଂ ପାଇଁଁ ଭୂମି ପୂଜନ

ବୌଦ୍ଧ,୨/୧୧ –ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସଦର ମହକୁମା ଚାରିଛକ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ.ଏମ.ଏଫ.ସି) ର ନୂତନ କୋର୍ଟ ବିଲଡିଂ ନିର୍ମାଣ ପାଇଁ ଆଜି ଚାରିଛକ ନିକଟରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନ ଉତ୍ସବରେ
Read More...