Monthly Archives

November 2020

କୋଟଗଡ ବ୍ଲକ ଭାଜପା ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡ଼ା/କୋଟଗଡ଼,୧/୧୧-କୋଟଗଡ ବ୍ଲକରେ ବହୁଦିନ ଧରି ବ୍ଲକ ସଭାପତି ଚୟନ ହୋଇପାରି ନ ଥିଲା, ହେଲେ ବହୁ କଳ୍ପନା ଜଳ୍ପନା ପରେ ରାଜ୍ୟ ଭାଜପା ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା ଓ ଆଜି ନୂତନ ଭାବେ ଚୟନ କୋଟଗଡ ବ୍ଲକ ସଭାପତି ପ୍ରକାଶ ସୁବୁଦ୍ଧି
Read More...

ମହିଳାଙ୍କ ରହସ୍ୟ ଜନକ ମୃତ୍ୟୁ ହତ୍ୟା ସନ୍ଦେହ

ବୌଦ୍ଧ,୧/୧୧ - ଆଜି ସକାଳୁ ବୌଦ୍ଧ ଥାନା ବୀରନରସିଂହପୁର ଗ୍ରାମ ପଂଚାୟତର ବୀରରାମଚନ୍ଦ୍ରପୁର୍ ଗ୍ରାମର ମୁଣ୍ଡିପଟୀ କେନାଲ ନିକଟରୁ ଜଣେ ମହିଳାଙ୍କ ଶବ ପୋଲିସ୍ ଉଦ୍ଧାର କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୀରରାମଚନ୍ଦ୍ରପୁର୍ ଗ୍ରାମର ଅଷ୍ଟମୀ ଜେନାଙ୍କ ସ୍ତ୍ରୀ ସଂତୋଷିନୀ ଜେନା
Read More...

ମନମୁଣ୍ଡା ଅଟୋ ଚାଳକ ସଂଘ ଗଠିତ

ବୌଦ୍ଧ,୧/୧୧- ବୌଦ୍ଧ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ସ୍ଥଳ କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଠାରେ ଅଟୋ ଚାଳକ ମାନଙ୍କ ଏକ ବୈଠକ ବସି ଅଟୋ ଚାଳକ ସଂଘ,ଗାନ୍ଧୀଛକ, ମନମୁଣ୍ଡା ନାମରେ ଗୋଟିଏ ସଂଘ ଗଠନ କରାଯାଇଛି | ସଂଘର ସଭାପତି ଭାବେ ଶ୍ରମିକ ନେତା ତଥା ଯୁବ ସଂଗଠକ ସରୋଜ କୁମାର୍ ପ୍ରଧାନଙ୍କୁ
Read More...

କରୋନା ନିୟନ୍ତ୍ରଣ ପାଇଁ ଅନଲାଇନ ସ୍ୱ -ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଏବଂ ଆଇ.କ୍ୟୁ.ଏ଼ ସି (ନାକ୍) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ର ର ବିଷୟବସ୍ତୁ ଥିଲା ‘ ଆମେ କିପରି ନିଜେ ନିଜର ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କରିପାରିବା” ଏବଂ ସେହି
Read More...

ଫୁଲବାଣୀ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଫୁଲବାଣୀ,୧/୧୧: ରାଷ୍ଟ୍ରୀୟ ଏକତା ଦିବସ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏସ ପି କନ୍ଧମାଳ ଭିନୀତ ଅଗ୍ରୱାଲ ସମସ୍ତ ପୋଲିସ
Read More...

ବୌଦ୍ଧରୁ ପୁଣି ୧୮ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୨୫୯୦

ବୈାଦ୍ଧ,୧/୧୧- ବୌଦ୍ଧ ଜିଲ୍ଲାରୁ ଆଜି ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ବଲାସିଙ୍ଗା ଆଇଆରବିରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ବୌଦ୍ଧ ସହରରୁ ୪ଜଣ, କଂଟାମାଳରୁ -୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ
Read More...

ଆଇପିଏଲ ସଟ୍ଟା ଖେଳାଇବା ଠକାମି ର‌୍ୟାକେଟର ପର୍ଦ୍ଦାଫାଶ: ୫ ଅଭିଯୁକ୍ତ ଗିରଫ

ସମ୍ବଲପୁର : ବର୍ତ୍ତମାନ ଘରେ ବସି ଆଇପିଏଲ କ୍ରିକେଟ ମ୍ୟାଚ ଦେଖିବାରେ ସମସ୍ତେ ବ୍ୟସ୍ତ ଓ ଏଥିପାଇଁ ଯୁବପିଢ଼ି ବିଶେଷ ଉତ୍ସାହିତ । ଏହି ଖେଳର ଆଉ ଏକ ପକ୍ଷ ମଧ୍ୟ ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ଯେ ଏଥିସହିତ ସଟ୍ଟାଖେଳର ବଜାର ଜୋର ଧରିଛି । ଯଦିଓ ଏହା ବେଆଇନ, ତଥାପି ଏହି
Read More...

ବୌଦ୍ଧ ପୂର୍ତ୍ତ ବିଭାଗର ଦୃଷ୍ଟିପଡୁ : ରାସ୍ତାକଡ ଅନାବନା ଗଛ ବଢାଉଛି ଦୁର୍ଘଟଣା

ହରଭଙ୍ଗା: ହରଭଙ୍ଗା ବ୍ଲକର ବୌଦ୍ଧ ପୂର୍ତ୍ତ ବିଭାଗର ରାସ୍ତା ଯଥା-ହରଭଙ୍ଗାଠାରୁ ଛତ୍ରଙ୍ଗା ପୂର୍ତ୍ତ ରାସ୍ତାରେ ପ୍ରତିଦିନ ପ୍ରାୟ ଛୋଟବଡ ଦୁର୍ଘଟଣା ଘଟୁଛି । ଏହାର ମୁଖ୍ୟ କାରଣ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଅନାବନା ଗଛ ସହିତ ବୁଦାବୁଦା ଘାସ ରାସ୍ତା ଉପରକୁ ମାଡି ଯାଇଛି । ଏହି ୭
Read More...

ହରଭଙ୍ଗାରେ ଗଜଲକ୍ଷ୍ମୀ ପୂଜା ପାଳିତ

ହରଭଙ୍ଗା: କରୋନା ପାଇଁ ଚଳିତ ବର୍ଷ ପାର୍ବଣ ଫିକା ପଡିଯାଇଥିବା ବେଳେ ହରଭଙ୍ଗାର କୁଲିସାହିଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । କୁଲିସାହି କ୍ଲବ ପକ୍ଷରୁ ମହାନଦୀରୁ ପୂଜାଅର୍ଚ୍ଚନା କରି କଳସୀରେ ଜଳ ଆଣିଥିଲେ । ଗତକାଲି ସକାଳୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ
Read More...

ପାରଳାରେ ୩୬ ତମ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି,୧/୧୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଗାନ୍ଧୀ ଛକଠାରେ ୩୬ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ନିରାଡମ୍ବର ଭାବରେ କୋଭିଡ-୧୯ ନିୟମକୁ ମାନି ପାଳନ କରାଯାଉଛି । ଏହି ପୂଜା ଆସନ୍ତା ୭ ଦିନ ଧରି ଅନୁଷ୍ଠିତ ହେବ
Read More...