Monthly Archives

November 2020

ବୋଲେରୋ – ପିକ୍ ଅପ୍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୨/୧୧ - ଆଜି ଅପରାହ୍ନ ପ୍ରାୟ ଘ 3. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଛକ ନିକଟରେ ଗୋଟିଏ ବଲେରୋ ଓ ପିକ୍ ଅପ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରୁ ବରଗଡ ଅଭିମୁଖେ ଯାଉଥିବା ଗୋଟିଏ ବୋଲେରୋ ପିକ୍ ଅପ୍
Read More...

ବୌଦ୍ଧ : ଆଜି ପୁଣି 4 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ, ୨୨/୧୧- ଆଜି ପୁଣି ଜିଲ୍ଲାରେ 4 ଜଣ ନୂତନ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା 4 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2718 ରେ ପହଞ୍ଚିଛି l ଜିଲ୍ଲାରୁ ସଂଗୃହିତ
Read More...

ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ସକ୍ରିୟତା ଆଣିବା ପାଇଁ ଭାଜପାର ଦାବିପତ୍ର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଏକ ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ହାତରେ ଦିଆଯାଇଛି । ଭାଜପାର
Read More...

ପୁଣି ରାଜ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ମୃତ

ଭୁବନେଶ୍ୱର ୨୨ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧ ରେ ପହଞ୍ଚିଛି ।
Read More...

ବାଜା ମାଲିକ ସଙ୍ଘର ନୂତନ ଭାବେ ଗଠନ ପାଇଁ ଏକ ସାମୁହିକ ବୈଠକ

ବୌଦ୍ଧ/ବାଉଁଶୁଣୀ,୨୨/୧୧- ବୌଦ୍ଧଜିଲ୍ଲାର ଗୁଦୁଗୁଦା ହାଟପଦା ଠାରେ ଜିଲ୍ଲା ବାଜା ମାଲିକ ସଙ୍ଘର ନୂତନ ଭାବେ ଗଠନ ପାଇଁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡିଶାର ବାଜା ମାଲିକ ସଙ୍ଘର ସଦସ୍ୟ ସୁଶୀଲ ମେହେରଙ୍କ ନେତୃତ୍ୱରେ ସଙ୍ଘ ଗଠନ କରାଯାଇଛି । ଏଥିରେ ବୌଦ୍ଧ
Read More...

ବିଜୁ ଛାତ୍ର ଜନତା ଦଳର ୱେବିନାର ବୈଠକ

ଫୁଲବାଣୀ,୨୨/୧୧:କନ୍ଧମାଳ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାକୁ ନେଇ ୱେବିନାର ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କନ୍ଧମାଳ ଜିଲ୍ଲା ସଭାପତି ସୁନୀଲ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଦେବୀ ରଞ୍ଜନ
Read More...

କନ୍ଧମାଳ ପୋଲିସର ମିସନ୍‌ କ୍ଲିନ୍‌ ଗଞ୍ଜେଇ କ.ନୂଆଗାଁ ଥାନା ଅଞ୍ଚଳରୁ ପୁଣି ନଷ୍ଟ ହେଲା ୩୭କୋଟି ୫୦ଲକ୍ଷ ଟଙ୍କାର…

ବାଲିଗୁଡ଼ା,୨୨/୧୧: କନ୍ଧମାଳ ପୋଲିସ୍‌ ପକ୍ଷରୁ ଜାରି ରହିଛି ମିସନ୍‌ କ୍ଲିନ୍‌ ଗଞ୍ଜେଇ । କ.ନୂଆଗାଁ ପୋଲିସ୍‌ ଓ ଅବକାରୀ ବିଭାଗର ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି । ୩୭କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବିଭାଗ ପକ୍ଷରୁ । କ.ନୂଆଗାଁ
Read More...

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ଅସୁବିଧା

ବୌଦ୍ଧ,୨୨/୧୧ - ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଠାରୁ ଆରମ୍ଭକରି ଗଳି କନ୍ଦି ରାସ୍ତା ଯାଏଁ କୋଉଠି ନିସ୍ତାର ନାହିଁ । ସବୁଠି ଗଦା ହୋଇଛି କୁଢ କୁଢ ନିର୍ମାଣ ସାମଗ୍ରୀ ରଖା ଯାଉଥିବା ଏକ ସାଧାରଣ ଦୃଶ୍ୟରେ ପରିଣିତ ହୋଇଛି । ରାସ୍ତାରେ ସାଧାରଣ ଲୋକେ ଯାନବାହାନ ଯାତାୟାତ
Read More...

ଅଜଣା ରୋଗରେ ଛଟପଟ ୧୩ବର୍ଷର ବାଳକ ରାହୁଲ ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକେ

ବାଲିଗୁଡ଼ା,୨୨/୧୧: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡ଼ିରହିଛି ୧୩ ବର୍ଷର ବାପ ଛେଉଣ୍ଡ ପୁଅ ରାହୁଲ । ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପରିବାର ବର୍ଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଜକିକିଆ ଗାଁ ରେ ଦେଖିବାକୁ
Read More...

ବିଶ୍ୱାସରେ ବିଷ : ଶିଶୁ କନ୍ୟାକୁ ଧରି ଫେରାର ମାରିଲା ମଇତ୍ର !

ବୌଦ୍ଧ,୨୨/୧୧ - ମଇତ୍ର ଏକ ପବିତ୍ର ଶବ୍ଦ । ବିଶ୍ୱାସ ଓ ଭଲ ପାଇବା ରହିଲେ ଯାଇ ଲୋକେ ମୈତ୍ର ହୋଇଥାଆନ୍ତି । ସମାନ ନାମକୁ ନେଇ କିମ୍ବା ସମାନ ଚିନ୍ତାଧାରା ହେଲେ ହିଁ ଲୋକେ ମୈତ୍ର ଭଳି ପବିତ୍ର ସମ୍ପର୍କ ସ୍ଥାପନ କରିଥାଆନ୍ତି । ଆଜିକାଲିର ଦୁନିଆରେ ମୈତ୍ର ଶବ୍ଦରେ ମଧ୍ୟ କଳଙ୍କ ଲାଗିଲାଣି ।
Read More...