ମନ୍ତ୍ରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ

ବଲାଙ୍ଗୀର,୨୬/୦୭ - ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ସଇଁତଳା ବ୍ଳକ କରମତଲା ଠାରେ ୩୩/୧୧ଗ୍ରୀଡ୍‌ ସବଷ୍ଟେସନ ଲୋକାର୍ପଣ କରିଥିଲେ । ଆୟୋଜିତ
Read More...

କରୋନା କଟକଣାରେ ଆରମ୍ଭ ହେଲା ଦଶମ ଶ୍ରେଣୀ ପାଠପଢା

ଜହ୍ନାପଙ୍କ,୨୬/୭- ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଖୋଲିଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ଜଗତି ଉଚ୍ଚ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ, ମୁଣ୍ଡପଡା ଉଚ୍ଚ ବିଦ୍ୟାଳୟ, ମୁଣ୍ଡିପଦର ଉଚ୍ଚ ବିଦ୍ୟାଳୟ,
Read More...

ବୌଦ୍ଧ ବିଇଓଙ୍କ ବିଦ୍ୟାଳୟ ପରିଦର୍ଶନ

ବୌଦ୍ଧ,୨୬/୭:- କୋଭିଡ କଟକଣା ଯୋଗୁଁ ଦୀର୍ଘଦିନର ବିଦ୍ୟାଳୟ ବନ୍ଦ ପରେ ଆଜି ଦଶମ ଶ୍ରେଣୀ ପିଲାମାନଙ୍କ ଶ୍ରେଣୀକକ୍ଷ ପାଠପଢ଼ା ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ବି ଇ ଓ ଧ୍ରୁବ ଚରଣ ଘିବେଲା ତେଲିବନ୍ଧ ସରକାରୀ ନୋଡାଲ ହାଇସ୍କୁଲ ଓ ସରକାରୀ ହାଇସ୍କୁଲ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋ-ରିଟ୍ରିଟ୍‌ ପାଇଁ ଖୋଜା ଚାଲିଛି…

କନ୍ଧମାଳ,୨୬/୭: କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ-ରିଟ୍ରିଟ୍‌ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି । ଦିନିକିଆ
Read More...

ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ଡିଜିଙ୍କୁ ସାକ୍ଷାତକଲା ଛାତ୍ରକଂଗ୍ରେସ

କଟକ,୨୬/୦୭- ଆଜି କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ , କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକଙ୍କୁ ମହିଳା ଥାନା ଅଧିକାରୀ ହାତ ଉଠେଇ ଯେଉଁ ଅଶାଳୀନ ଭାଷା ସହ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ଏହି ସମାଜ ଆଉ ଗଣତନ୍ତ୍ର ପାଇଁ
Read More...

ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକଙ୍କ ଟୋକିଓ ଅଲଂପିକରେ ଖେଳୁଥିବା ଟିମ ଇଣ୍ଡିଆକୁ ଚିତ୍ର ମାଧ୍ୟମରେ ଶୁଭେଚ୍ଛା

ପୁରୀ,୨୬/୭- ଟୋକିଓ ଚାଲିଥିବା ଅଲମ୍ପିକ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ସଫଳତା ନେଇ ଖେଳାଳିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଏହି ଅବସରରେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି । ଏ ନେଇ ସେ ୩୭୫ ଟି ଆଇସକ୍ରିମ
Read More...

ଦେଶର ପ୍ରଥମ ସହର : ପୁରୀରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ସହରବାସୀକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି
Read More...

ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ ଯୋଗୁଁ ହୀରାକୁଦରୁ ଜଳ ନିଷ୍କାସନ ବଢିଲା

ସମ୍ବଲପୁର, ୨୬/୭- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା, ଏଣୁ ଏହାର ଜଳସ୍ତର ନିୟନ୍ତ୍ରଣରେ ରଖିବାପାଇଁ ଆଉ ଅଧିକ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସମୟ ରେ ୪ଟି ଗେଟ୍‌ ଖୋଲା ରଖାଯାଇଥିଲା,
Read More...