କଳାହାଣ୍ଡି କପ୍ : ବିଜୟରୁ ବୌଦ୍ଧର ଅଭିଯାନ ଆରମ୍ଭ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି କଳାହାଣ୍ଡି କପ୍ ତଥା ଓସିଏର ଆନ୍ତଃଜିଲ୍ଲା କ୍ରିକେଟ ଟୁଣ୍ଣାମେଣ୍ଟ । ଭୁବନେଶ୍ୱର ରେଳୱେ ପଡିଆଠାରେ କଳାହାଣ୍ଡି କପର ଏକ ଲିଗ୍ ମ୍ୟାଚରେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲା ଦଳ ମୁହାଁମୁହିଁ ହୋଇଥିଲେ । ଏଥିରେ ବୌଦ୍ଧ ଦଳ କଳାହାଣ୍ଡି ଦଳକୁ ୨ ଉଇକେଟରେ!-->…
Read More...
Read More...