ଫ୍ଲାଇଓଭର ନିର୍ମାଣରେ ମନ୍ଥରତାକୁ ନେଇ ଜିଲ୍ଲା ଓକିଲସଂଘର ଚରମବାଣୀ
ସମ୍ବଲପୁର,୨୫/୭- ଐତିହାସିକ ନଗରୀ ସମ୍ବଲପୁରର ମଝାମଝି ଦେଇ ଫ୍ଲାଇଓଭର ନିର୍ମାଣ ଏପର୍ଯ୍ୟନ୍ତ ପୁରା ହୋଇପାରୁନାହିଁ । ଏହାଦ୍ୱାରା ଯିବାଆସିବାରେ ଲୋକଙ୍କ ଅସୁବିଧା ଓ ଅସନ୍ତୋଷ ପ୍ରତି ପ୍ରଶାସନ ଚୁପ୍ ହୋଇ ବସିଛି । ଏବିଷୟରେ ଯେତେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ଲାଭ ହେଲାନାହିଁ । ଏହି!-->…
Read More...
Read More...