ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଆଜି ପର୍ଶୁରାମ ବେଶ
ସୁବର୍ଣ୍ଣପୁର ୧୮/୭- ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ତୁଳସୀ ରାମାୟଣ ପାରାୟଣରେ ଭରତ ମିଳନ ଚରିତ୍ର ଅନୁଷ୍ଠିତ ହୋଇଥିବା ବେଳେ ଗାୟକ ହିସାବରେ ବିଜୟ!-->…
Read More...
Read More...