Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ବୌଦ୍ଧଜିଲ୍ଲା ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ୭ ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ!-->…
Read More...
Read More...
ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଭଣ୍ଡବାବା
ରାଉରକେଲା: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଜଣେ ଭଣ୍ଡବାବାଙ୍କୁ ଗିରଫ କରିଛି । ଗିରଫ ଭଣ୍ଡବାବାର ନାମ ନରେଶ ସ’ । ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ!-->…
Read More...
Read More...
ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ!-->…
Read More...
Read More...
ଆବାସ ଯୋଜନା ଆବଣ୍ଟନ ଦୁର୍ନୀତି ବିରୁଦ୍ଧରେ ଭାଜପାର ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର,୧୫/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ!-->…
Read More...
Read More...
ବିପୁଳ ପରିମାଣର ଗଛ ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଢିବ
ସମ୍ବଲପୁର,୧୫/୭- ବିଶ୍ୱସ୍ତରୀୟ ମହାମାରୀ କରୋନାରୁ ସୁରକ୍ଷା ପାଇଁ ଜନସମାଜକୁ ଯଥେଷ୍ଟ ଅମ୍ଳଜାନ ଯୋଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମବାସୀ ଅଣ୍ଟା ଭିଡି ବାହାରିଛନ୍ତି । ଏହି ଗ୍ରାମରେ ବିଭିନ୍ନ!-->…
Read More...
Read More...
ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ, ଦେଖିଥିଲେ ୟୁରୋକପ୍ ମ୍ୟାଚ୍
ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଝଟକା । ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍ ହୋଇଥିବା ସୂଚନା ରହିଛି । ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିଲା ଟେଷ୍ଟ ମ୍ୟାଚ । କରୋନା ନିୟମକୁ ଦୃଷ୍ଟିରୁ ରଖି ଟିମ୍ ଇଣ୍ଡିଆ ବହୁ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା ।!-->…
Read More...
Read More...
ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ୬ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ
କଣ୍ଟାବାଞ୍ଜି,୧୫/୭ - କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦ ଓ ପ୍ରତ୍ୟାହାର ରେ କଣ୍ଟାବାଞ୍ଜି ସହ ତୁରିକେଲାରେ ସି. ପି. ଆଇ ଦଳ ତରଫରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦେଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଛି । କେନ୍ଦ୍ର ସରକାରଙ୍କ ଖାଦ୍ୟସାମଗ୍ରୀ ଉପରେ!-->…
Read More...
Read More...
ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ବିଷ୍ଣୁ
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଉପନେତା ବିଷ୍ଣୁ ସେଠୀ ସୁସ୍ଥ ହେଉଛନ୍ତି । ଏନେଇ ଭୁବନେଶ୍ୱର ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି!-->…
Read More...
Read More...
ବୌଦ୍ଧରେ ୬ଘଣ୍ଟିଆ ବନ୍ଦ ପାଳନ
ବୌଦ୍ଧ,୧୫/୭- ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ତଥା ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ କଂଗ୍ରେସ ତରଫରୁ ସକାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବୌଦ୍ଧବନ୍ଦ ପାଳନ ହୋଇଯାଇଛି । ସିପିଆଇ ଦଳ ତରଫରୁ ସାଙ୍କେତିକ ଭାବେ ବନ୍ଦ ପାଳନ!-->…
Read More...
Read More...