ବୋଲେରୋ ଧକ୍କାରେ ପୁତୁରା ମୃତ, କକା ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କ ସଂପର୍କ କକା ପୁତୁରା ବୋଲି ଜଣାପଡିଛି । ମୃତ ପୁତୁରା ଯୋଡ଼ା, ବନେଇକଳା ଅଂଚଳର ୧୩ ବର୍ଷୀୟ କରନ ଦାସ ବୋଲି ଜଣାପଡିଛି । ଆଜି!-->…
Read More...
Read More...