କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ
ଦଶପଲ୍ଲା : ଦଶପଲ୍ଲା କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ଦିନ ଦ୍ୱିପହରେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ଏନଏସି ସ୍ଥିତ ମହୁଲିଆ ଛକ ନିକଟରେ ଥିବା କୁଆଁରୀଆ ରାସ୍ତାରେ ନଦୀରୁ ବାଲି ଖୋଳି ବେଆଇନ ଭାବେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ତହସିଲ ଅଫିସରୁ ଏହି ସ୍ଥାନରୁ!-->…
Read More...
Read More...