ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ପରିବେଶ ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ,୯/୭- ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ବାର୍ଷିକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଜି ବନ ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବୌଦ୍ଧ ବନଖଣ୍ଡୀୟ ଅଧିକାରୀ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ

ଗଜପତି,୯/୭- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ
Read More...

ଆବାସ ଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ଦାରିଙ୍ଗବାଡି ବିଜେପି

ଦାରିଙ୍ଗବାଡି,୯/୭: ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ତରଫରୁ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ
Read More...

ଫୁଲବାଣୀରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ

ଫୁଲବାଣୀ,୯/୭ - କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଶାଖା ଫୁଲବାଣୀ ନଗର ତରଫରୁ ଏବିଭିପିର ୭୩ ତମ ପ୍ରତିଷ୍ଟା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏବିଭିପି ଜିଲ୍ଲା
Read More...

ମାଇକେଲ ବିଅର କମ୍ପାନୀରେ ମୃତକ ଶ୍ରମିକଙ୍କ ପରିବାରକୁ ଭେଟିଲା କୋଶଲ କମିଟି

ପାଟଣାଗଡ,୯/୭- ଦୀର୍ଘ ୧୦ ବର୍ଷ ହେବ ମାଇକେଲ ବିଅର କମ୍ପାନୀରେ ଇଲେକ୍ଟ୍ରିସିଏନ ଭାବରେ କାର୍ଯ୍ୟ କରି କମ୍ପାନୀର ବ୍ୟବସାୟରେ ନିଜର ଅବଦାନ ଦେଇଥିଲେ ମୃତ ଶ୍ରମିକ ବିଶ୍ୱନାଥ ହଂସ (୩୫) । ଏବେ ବେସାହାରା ହୋଇଗଲେ ସ୍ତ୍ରୀ ଓ ଦୁଇ ପିଲା । ସେ ହିଁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତାଙ୍କ
Read More...

ଫାଟିଲା ବିଆର୍‌ପିଏଲ୍‌ କମ୍ପାନୀର ପାଇପ ଲାଇନ୍‌, ସୁନା ନଦୀରେ ମିଶିଲା କାଦୁଅ ପାଣି

ଯୋଡା,୯/୭- ଯୋଡ଼ାରେ ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀର ପାଇପ୍‌ ଲାଇନ୍‌ ଫାଟିବା ଯୋଗୁଁ ସୁନା ନଦୀରେ ବହଳ ମୋଟାର କାଦୁଅ ପାଣି ମିଶି ପ୍ରଦୂଷିତ ହେବାକୁ ଲାଗିଛି । ଆଜି ଅପରାହ୍ନରେ ଯୋଡା ବଜାର ସ୍ଥିତ ସୁନାନଦୀ ପୋଲ ନିକଟ ଦେଇ ଯାଇଥିବା ପାଇପ୍‌ ଲାଇନରେ
Read More...

ବ୍ରହ୍ମପୁର ସାମନ୍ତରାୟ ଏକାଡେମୀ ଯୋଡ଼ିଲା ଅନ୍ୟ ଏକ ସଫଳତା

ବ୍ରହ୍ମପୁର,୯/୭ : ବ୍ରହ୍ମପୁର ନିବାସୀ ସୁବେଦାର ମେଜର କୃଷ୍ଣଚନ୍ଦ୍ର ସାହୁ ଓ ରାଜଲକ୍ଷ୍ମୀ ସାହୁଙ୍କ ସୁପୁତ୍ର ସୌମ୍ୟ ରଞ୍ଜନ ସାହୁ ସର୍ବଭାରତୀୟ ସ୍ଥର ଏନଡ଼ିଏ (ନେସନାଲ ଡିଫେନ୍ସ ଏକାଡେମୀ )ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪ଲକ୍ଷ ପ୍ରତିଯୋଗୀଙ୍କ ମଧ୍ୟରେ ୮୩ ନମ୍ବର ସ୍ଥାନ ଅଧିକାର କରି
Read More...

ବାଇକ୍‌ ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା , ବାପା ମୃତ ପୁଅ ଗୁରୁତର

ଫୁଲବାଣୀ,୯/୭- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଲକପଡ଼ା ନିକଟରେ ଆଜି ବାଇକ୍‌ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ବାପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁଅକୁ ଅଗ୍ନିଶମ ବିଭାଗ ସହାୟତାରେ ସଦର ମହକୁମା
Read More...

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ,୮/୭ - ଆଜି ଏକ ସରକାରୀ ପଞ୍ଜିକୃତ ସାମ୍ବାଦିକ ସଂଘ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇବର୍ଷର ଆୟବ୍ୟୟ ଓ
Read More...

ଜଳାଶୟ ପ୍ରକଳ୍ପ ମଞ୍ଜୁର ପାଇଁ ଭିଡିଓ କନଫେରେନସି ମାଧ୍ୟମରେ ପ୍ରସ୍ତାବ

ଗଞ୍ଜାମ,୯/୭ : ପୋଲସରା ଚାଷୀମାନଙ୍କ ପାଇଁ ଏକ ଜଳାଶୟ ପ୍ରକଳ୍ପ ମଞ୍ଜୁର ପାଇଁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଭିଡିଓ କନଫରେନସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଠାରେ ୫
Read More...