ରାୟଗଡ ଜିଲ୍ଲା ଅଗ୍ନିଶମକେନ୍ଦ୍ର ପରିସରରେ ୭୨ ତମ ବନମହୋତ୍ସବ ପାଳିତ
ରାୟଗଡ/୬/୭/୨୧: ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଅଗ୍ନି ସେବା କେନ୍ଦ୍ର ପରିସରରେ ଜିଲ୍ଲା ଅଗ୍ନିଶମ ବିଭାଗ ଓ ରାୟଗଡ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ପଂଚମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ବିଭିନ୍ନ କିସମର ଚାରା ଯଥା!-->…
Read More...
Read More...