Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଲିଙ୍ଗରାଜ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ
ଗଜପତି,୨/୭- ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଲିଙ୍ଗରାଜ ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଏଠାରେ ସୂଚନା ଯୋଗ୍ୟ ଯେ ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ପଦୋନ୍ନତି ପାଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଏଠାରୁ!-->…
Read More...
Read More...
ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ ‘ମୋ ଖତ’ ବିକ୍ରିର ଶୁଭାରମ୍ଭ
ଯୋଡା,୨/୭ : ଯୋଡା ପୌରପାଳିକା ଅନ୍ତର୍ଗତ ବାଚ୍ୟୁହାଟିଂ ଠାରେ ଅବସ୍ଥିତ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ ଗୁରୁବାର ‘ମୋ ଖତ’ ବିକ୍ରିର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ୧୦୩ ଟନ୍ ପରିମାଣର ଖତ କ୍ରୟ କରିବା ନିମନ୍ତେ ଯୋଡା!-->…
Read More...
Read More...
ବିଶିଷ୍ଟ ପାଲା ଗାୟକ ଯାତ୍ରାକର ନାଏକଙ୍କ ପରଲୋକ
ଦେବଗଡ଼,୨ା୭ : ଦେବଗଡ଼ ଜିଲ୍ଲାର ଜଣାଶୁଣା ବିଶିଷ୍ଠ ପାଲା ଗାୟକ ଯାତ୍ରାକର ନାଏକଙ୍କର ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ନାଏକଙ୍କ ମୃତ୍ୟୁ ବେଳକୁ ୬୯ ବର୍ଷ ବୟସ ହୋଇଥିଲା । ସେ ୧୯୬୮ ମସିହାରେ ପଂଚାୟତ ହାଇସ୍କୁଲ ପୁଢ଼ାପାଳରେ ତକ୍ରାଳୀନ ଏକାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ!-->…
Read More...
Read More...
ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କନଫରେନ୍ସିଂ ହଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସନ୍ଧ୍ୟାରେ ଏକ!-->…
Read More...
Read More...
ଜମ୍ମୁରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ
ଜାମ୍ମୁ / ଶ୍ରୀନଗର: ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀମାନେ ଆଜି ସକାଳ ପ୍ରାୟ ୪.୩୦ ସମୟରେ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟର ଅନ୍ତର୍ଗତ ଆନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲେ । ଡ୍ରୋନ୍ ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ!-->…
Read More...
Read More...
ମୋବାଇଲ ନେଟୱାର୍କ ନାହିଁ, ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଂଚାୟତ ଓ ଗାଁ ଅଛି ଯୋଉଠି ମୋବାଇଲ ନେଟୱାର୍କ ସାତସପନ । ସେହିପରି ଚିପାକୁର ପଂଚାୟତର ଅଧିକାଂଶ ଗାଁ ରେ ନେଟୱର୍କ ନାହିଁ l ଉକ୍ତ ପଂଚାୟତର ଝୋଡିଗୁଡl ଗାଁ ରେ ଟାୱାର ସେବା ଠିକ୍ ଭାବରେ!-->…
Read More...
Read More...
ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅଫ୍ଲାଇନ୍ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ପ୍ରକାଶିତ ମାର୍କକୁ ଚ୍ୟାଲେଞ୍ଜ କରି ଫର୍ମ ଫିଲପ୍ କରିଥିବା ଛାତ୍ରଛାତ୍ରୀ ଏହି!-->…
Read More...
Read More...