ପଞ୍ଜାବରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍‌ ନିର୍ବାଚନ ଜିତିଲେ ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା ବିଜୁଳି

ଚଣ୍ଡିଗଡ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (ଏଏପି) ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ଆପ ପଞ୍ଜାବ ବିଧାନସଭା
Read More...

‘ଖେଳ ରତ୍ନ’ ପାଇଁ ଦୂତୀଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଦେଶର ସର୍ବେ଼ାଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ରାଜ୍ୟ ସରକାର ସୁପାରିସ କରିଛନ୍ତି । ସେହିପରି ପୁରୁଷ ହକି ଦଳର ଷ୍ଟାର୍‌ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌
Read More...

ବୌଦ୍ଧ: ଜିଲ୍ଲାରୁ ୧୯ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୧୭୭

ବୌଦ୍ଧ,୨୯/୬- ଆଜି ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରୁ
Read More...

ଏହି ସବୁ ଟ୍ରେନ ଜୁଲାଇ ଦ୍ୱିତୀୟ ସପ୍ତାହ ଯାଏ ବାତିଲ

ଭୁବନେଶ୍ୱର : କୋଭିଡ ସଂକ୍ରମଣ ରୋକିବା ଲାଗି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କେତେକ ଟ୍ରେନକୁ ଜୁଲାଇ ଦ୍ୱିତୀୟ ସପ୍ତାହ ଓ କିଛି ଟ୍ରେନକୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Read More...

ଗାଡ଼ି ସହ ୪୦କେଜି ଗଞ୍ଜେଇ ଜବତ, ୨ଗିରଫ

ସୁବର୍ଣ୍ଣପୁର : ଗତକାଲି ଏନ୍‌ ଏଚ ୫୭ ଅନ୍ତର୍ଗତ ସହରର କୁଞ୍ଜଛକ ଠାରେ ଏକ ଧଳା ରଂଗର ମାରୁତି ଜେଷ୍ଟ୍‌ ଗାଡ଼ିରୁ ୩୯.୭୫୦ ଗ୍ରାମ ଗଞ୍ଜେଇ ସୋନପୁର ପୋଲିସ ଜବତ କରିଥିବା ସୁବର୍ଣ୍ଣପୁର ଏସ୍‌ପି ସୀତାରାମ ଶତପଥୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ
Read More...

୧୧ ଦଫା ଦାବିକୁ ନେଇ ବାମପନ୍ଥୀମାନଙ୍କ ମିଳିତ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର : ସ୍ଥାନୀୟ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ୧୧ ସୂତ୍ରୀୟ ଦାବିପତ୍ର ପଠାଯାଇଥିଲା । ଏହି
Read More...

ଉତ୍କଳ କରାଟେ ସ୍କୁଲର ବେଲ୍ଟ ଗ୍ରେଡିଂ ଟେଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲିଠାରେ ଥିବା ଉତ୍କଳ କରାଟେ ସ୍କୁଲ କନ୍ଧମାଳ ପକ୍ଷରୁ ଟିକାବାଲି ସ୍ଥିତ କୁଇ ସମାଜ ଗୃହରେ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ପାଇଁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୬୧ ଜଣ ଭାଗ ନେଇଥିବା ବେଳେ ସଫଳତାର ସହ
Read More...

ଆଇଆଇଏମ୍‌ ସମାବର୍ତ୍ତନ ସମାରୋହରେ ୧୮୭ ଶିକ୍ଷାର୍ଥୀ ସମ୍ମାନିତ

ସମ୍ବଲପୁର : ଏଠାରେ ପ୍ରତିଷ୍ଠିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ୪ର୍ଥ ଓ ୫ମ ସମାବର୍ତ୍ତନ ଉତ୍ସବରେ ଗତକାଲି ୧୮୭ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ନାନାଦି ବାଧାବିଘ୍ନ ସତ୍ତେ୍ୱ ଏଠାରେ ୭ ବର୍ଷ ପୂର୍ବେ ସ୍ଥାପିତ ଏହି ଉଚ୍ଚ଼ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ବିଭିନ୍ନ
Read More...

ରେଜଲ୍ଟକୁ ନେଇ ସ୍ପଷ୍ଟୀକରଣ ରଖିଲେ ବୋର୍ଡ କର୍ତ୍ତୃପକ୍ଷ, ଜୁଲାଇରେ ମାଟ୍ରିକ୍‌ ଅଫଲାଇନ ପରୀକ୍ଷା

କଟକ : ମାଟ୍ରିକ୍‌ ଫଳାଫଳକୁ ନେଇ ଛାତ୍ର ଅଶାନ୍ତି ଦେଖାଯିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରେଜଲ୍ଟକୁ ନେଇ ବଢୁଥିବା ଅସନ୍ତୋଷ ଉପରେ ରଖିଛନ୍ତି ସ୍ପଷ୍ଟୀକରଣ । କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଛି । ମେ’ ମାସ ୭ ତାରିଖରେ ବିଜ୍ଞପ୍ତି
Read More...