ପଞ୍ଚାୟତକୁ ୫ହଜାର ଜରିମାନା ଗଣିଲେ ଅଜୟ ଜାଡେଜା, କାରଣ ଜାଣନ୍ତୁ
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଜରିମାନା କରାଯାଇଛି । ଗୋଆର ଏକ ଗାଁରେ ଅଳିଆ ଫିଙ୍ଗିଥିବାରୁ ଅଜୟ ଜାଡେଜାଙ୍କୁ ଜରିମାନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ଗୋଆରଆଲଡୋନା ଗାଁରେ ଅଜୟ ଜାଡେଜା ଏକ!-->…
Read More...
Read More...