ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ, ମୋଦି କହିଲେ ଏମିତି
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି । ଟିକା ଦେବାରେ ଭାରତ ମଧ୍ୟ ଆମେରିକାକୁ ପଛରେ ପକାଇ ଦେଇଛି । ଆମେରିକା ଠାରୁ ଭାରତ ଗୋଟିଏ ମାସ ବିଳମ୍ବରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଭାରତ ବ୍ରିଟେନ,!-->…
Read More...
Read More...