ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ
Read More...

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ସଫଳତା

ଗଜପତି,୨୬/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୦୨୦-୨୧ ବର୍ଷରେ
Read More...

ଆଳୁ ବୋଝେଇ ପିକ୍‌ଅପ୍‌ ଭ୍ୟାନରୁ ଗୁଟଖା ଜବତ, ତଦନ୍ତ ଚଳାଇଛି ରାୟଗଡ ବାଣିଜ୍ୟକର ବିଭାଗ

ରାୟଗଡ/୨୬/୬- ଆଳୁ ବୋଝେଇ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନରେ ଗୁଟଖା ଚୋରାଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି ରାୟଗଡ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ । ତେବେ ଗାଡିରେ ରଖିଥିବା ଗୁଟଖା ସାମଗ୍ରୀର ମୁଖ୍ୟ ବ୍ୟବସାୟୀ କାର୍ଯ୍ୟାଳୟକୁ ଆସିିନଥିବାରୁ ଏହାର ସଠିକ୍‌
Read More...

୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ଟିକାକରଣ ପାଇଁ ସ୍ଲଟ ବୁକିଂ ଆସନ୍ତାକାଲି

ବୌଦ୍ଧ,୨୬/୬- ଆସନ୍ତା ୨୮ ଜୁନ୍‌ (ସୋମବାର) କୋଭିଡ୍‌ ଟିକାକରଣ ପାଇଁ ବୌଦ୍ଧଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ ୧୮ ରୁ ୪୪ ବୟସ ବର୍ଗ ନିମନ୍ତେ ୨୭ ଜୁନ୍‌ ଦିନ ୧ ଘଣ୍ଟା ସମୟରେ କୋଇନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ କରାଯାଉଛି । ତେଣୁ ହିତାଧିକାରୀମାନେ ଟିକାକରଣ ନିମନ୍ତେ ନିଜର ନାମ
Read More...