ବୌଦ୍ଧ: ଗ୍ରାମାଞ୍ଚଳରେ ବଢିଛି କରୋନା ଗ୍ରାଫ, ଆଜି ଜିଲ୍ଲାରୁ ୩୩ ସଂକ୍ରମିତ

ବୌଦ୍ଧ,୨୬/୬- ଆଜି ବୌଦ୍ଧ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୪ ଜଣ, ହରଭଙ୍ଗା ବ୍ଲକରୁ ୧୦ ଜଣ,
Read More...

ଶତପ୍ରତିଶତ ଫଳାଫଳ ନେଇ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚର୍ଚ୍ଚାରେ

ଫୁଲବାଣୀ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ବିଦ୍ୟାଳୟର ପାସହାର ଶତ ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପ୍ପର ଭାବେ ଏ୧ –
Read More...

ଆଜି ମହାନଦୀର ଭାଗ୍ୟ ପରୀକ୍ଷା

କଟକ: ଆଜି ୨୧ତମ ମହାନଦୀ ଜଳବିବାଦ ଶୁଣାଣି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏମ୍ . ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶୁଣାଣି ହେବ । କରୋନା ପାଇଁ ଗତ
Read More...

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା , ଗୁରୁତର ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାର

କେନ୍ଦ୍ରାପଡା:  ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ୩ ବର୍ଶର ଶିଶୁ ପୁତ୍ର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତା ପାଖରେ ।ସୂଚନା ଅନୁସାରେ,
Read More...

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା, ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଆଜି ପୁଣି ବଢିଛି । ସେହିପରି ରାଜ୍ୟରେ ମୃତ୍ୟୁସଂଖ୍ୟା କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ
Read More...

ଏବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଚଳିତ ବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।  ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟାୟାନ କରାଯାଇ ବୋର୍ଡ ରେଜଲ୍ଟ ଘୋଷଣା କରିବା ପରେ ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରିଛି ବୋର୍ଡ । ନମ୍ବରରେ ଅସନ୍ତୁଷ୍ଟ, ଫେଲ୍‌ ହୋଇଥିବା ଏବଂ ଫର୍ମ ପୂରଣ
Read More...