ପାସ୍ ହାରରେ ରେକର୍ଡ଼ ଭାଙ୍ଗିଲା ନୟାଗଡ଼
ଦଶପଲ୍ଲା : ନୟାଗଡ ଜିଲ୍ଲାରେ ଚଳିତ ବର୍ଷ ପାସହାର ରେକର୍ଡ ସୃଷ୍ଟି କରିଛି । ରେଗୁଲାର ପାସ ହାର ୯୮.୧୭ ପ୍ରତିଶତ ରହିଥିବା ବେଳେ ଏକ୍ସ-ରେଗୁଲାର ୯୨ ପ୍ରତିଶତ ରହିଛି । ଚଳିତ ବର୍ଷ ୨୩୧ ଗୋଟି ହାଇସ୍କୁଲର ୧୨ ହଜାର ୫୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ଫିଲଅପ୍ କରିଥିଲେ ।!-->…
Read More...
Read More...