Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
୧୫ ଦିନରେ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସିବିଏସଇ
ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ଏବେ ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏନେଇ ସିବିଏସଇ ସମ୍ପାଦକ ଅନୁରାଗ!-->!-->!-->…
Read More...
Read More...
ଗଜପତିରେ ପୁଣି ୫୨ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୪ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୭ ଜଣ,!-->…
Read More...
Read More...
ଗଂଜେଇ ବେପାରୀଙ୍କ ସୁରକ୍ଷିତ କରିଡର୍ ୫୭ ନଂ ଜାତୀୟ ରାଜପଥ
ଦଶପଲ୍ଲା,୩/୬ :- ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ ଆର୍ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଉପରେ ବାଇଗଣ!-->!-->!-->…
Read More...
Read More...
ଚଢେ଼ଇମାନେ ଦିଗ ଜାଣନ୍ତି କିପରି
ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଆସିବାପରେ ବି ପୁଣି ନିଜ ପ୍ରକୃତ ବାସସ୍ଥଳୀକୁ ଫେରିଯାଇଥାନ୍ତି । ଏଥିରୁ ଏହା ଜଣା ପଡେ ଯେ, ସେମାନେ ଦିଗ ଏବଂ ନିଜ ତଥା ବାସସ୍ଥଳୀର ଅବସ୍ଥିତି ଜାଣବାରେ ଓସ୍ତାଦ ଅଟନ୍ତି । ହେଲେ ସେମାନେ ଏହା ଜାଣନ୍ତି କେମିତ? ବର୍ଷ ବର୍ଷ ଧରି!-->…
Read More...
Read More...
ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,୩/୬- ଗଜପତି ଜିଲ୍ଲା ଗୁମ୍ମାବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି!-->…
Read More...
Read More...
ବାୟୋଲୋଜିକାଲ-ଇଠାରୁ ୩୦କୋଟି ଡୋଜ କିଣିବେ ମୋଦି ସରକାର
ନୂଆଦିଲ୍ଲୀ : ଦେଶରେ କରୋନା ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ଚୁକ୍ତି କରିଛନ୍ତି । ମୋଦି ସରକାର ହାଇଦ୍ରାବାଦ ସ୍ଥିତ ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ-ଇ ସହିତ ୩୦କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତି କରିଛନ୍ତି । ଏହି ଟିକାଗୁଡ଼ିକ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ମିଳିବ ।!-->…
Read More...
Read More...
ଏହି ରାଜ୍ୟରେ ଦ୍ୱାଦଶ ପରୀକ୍ଷା ବାତିଲ
ଲକ୍ଷେ୍ନା÷ : ୟୁପି ବୋର୍ଡ ପକ୍ଷରୁ ଦଶମ ପରେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ହାଇସ୍କୁଲ ଏବଂ ଏକାଦଶ ଶ୍ରେଣୀ ମାର୍କ ଆଧାରରେ ଦ୍ୱାଦଶ ଫଳାଫଳ ପ୍ରସ୍ତୁତ ହେବ । ଏଥିପାଇଁ ସରକାର ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ । ଏହି ନିଷ୍ପତ୍ତି ଉପରେ ସିଏମ୍ ଯୋଗୀ ମୋହର ଲଗାଇଛନ୍ତି ।!-->…
Read More...
Read More...