ଦୁଇ ବାଇକ ମଧ୍ୟରେ ଧକ୍କା, ଉଭୟ ବାଇକ ଚାଳକ ଗୁରୁତର

ବୌଦ୍ଧ/ବାଉଁଶୁଣୀ,୨/୬ - ଆଜି ସନ୍ଧ୍ୟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣୀ ଡିମିରିପାଲି ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯୁବକ ଦ୍ୱୟ ହେଲେ ଡିମିରିପାଲି ଗ୍ରାମର ହିମାଂଶୁ ଲୁହା(୪୫) ଓ ମଙ୍ଗଲାମୁଣ୍ଡା ଗ୍ରାମର
Read More...

ମହାନଦୀ ନେତ୍ର ଚିକିତ୍ସାଳୟ ପରିସରରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ପରିସରରେ ଆଜି ଜୁହାର ଫାଉଣ୍ଡେସନ ମୁମ୍ବାଇର ସହାୟତାରେ ଅକ୍ସିଜେନ ବ୍ୟାଙ୍କ ଭର୍‌ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅକ୍ସିଜେନ ବ୍ୟାଙ୍କକୁ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବୁଲିଲା କୋଭିଡ ସଚେତନତା ରଥ

ସୁବର୍ଣ୍ଣପୁର,୨/୬- ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକସନଏଡ଼ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମାଞ୍ଚଳରେରେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ କୋଭିଡ ସଚେତନତା ରଥକୁ ସବୁଜ ପତାକା
Read More...

ପ୍ରବଳ ବର୍ଷା ସମ୍ଭାବନା : ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପାଣିପାଗ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ,
Read More...

ଟ୍ରକ୍ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ୍‌, ୨ ଗିରଫ

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ ଆଜି ଭୋର ସମୟରେ ଝାଡଖଣ୍ଡ ନମ୍ବର୍ ଥିବା ଗୋଟିଏ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରାଯାଇଥିବା ଜଣାପଡିଛି । ମିଳିଥିବା ଖବର୍ ଅନୁଯାୟୀ ଆଜି ଭୋର ସମୟରେ ଟ୍ରକ ନମ୍ବର ଜେଏଚ୍ ୧୦ଏଏଲ୍ ୮୨୧୧ରେ ବାହାରକୁ ଗଂଜେଇ ଚାଲାଣ ହେଉଥିବା ସମ୍ପର୍କରେ
Read More...

ବିଜୁ ଛାତ୍ର ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ,୨/୬ :କୋରନା ମହାମାରୀ ସମୟରେ ସାରା ରାଜ୍ୟରେ ରକ୍ତର ଅଭାବକୁ ପରିଲିଖିତ କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ କନ୍ଧମାଳ ବିଜୁ ଛାତ୍ର ଜନତା
Read More...

ଫ୍ରେଣ୍ଡସିପ କ୍ଲବ ଓ ଶ୍ରୀରାମଭକ୍ତ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୋଷକ ଓ ଫଳ ବଣ୍ଟନ

ବୌଦ୍ଧ : ଫ୍ରେଣ୍ଡସିପ କ୍ଲବ୍ ବୌଦ୍ଧ ଏବଂ ଶ୍ରୀରାମଭକ୍ତ ଚାରିଟେବଲ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଆଜି ଗରୀବ ଶ୍ରେଣୀର ଝିଅମାନଙ୍କୁ ନୂତନ ପୋଷାକ,ଫଳ ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ସମ୍ପାଦକ ତୋଫାନ ପରିଡ଼ା, ଟ୍ରଷ୍ଟ ମୁଖ୍ୟ ବଟକୃଷ୍ଣ ଅଗ୍ରୱାଲଙ୍କ ନେତୃତ୍ୱରେ କରାଯାଇଥିଲା ।
Read More...