ସହରରେ ତାଲା , ଗ୍ରାମାଞ୍ଚଳ ମେଲା

ଦଶପଲ୍ଲା : ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଂଚଳ ପରିଷଦରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ଦଶପଲ୍ଲାର ବିଭିନ୍ନ ଦୋକାନ ବଜାର ଶୁନ୍‌ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିସହ ଦଶପଲ୍ଲା ରେ କରୋନା
Read More...

ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୪୦ ଜୀବନ ଗଲା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେକରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବୌଦ୍ଧ: ନୂତନ ୧୬୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୦,୩୩୫

ବୌଦ୍ଧ,୨/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ସ୍ତ୍ରୀ ଙ୍କ ଶବନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ

ବଲାଙ୍ଗୀର,୨/୬- ମୃତ ସ୍ତ୍ରୀଙ୍କ ଶବ ନେଇ ଗାଁକୁ ଫେରିବା ବେଳେ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଲର୍କି ଗାଁ ବିପିନ ସେଠଙ୍କ ସ୍ତ୍ରୀ ପାରାଲିସିସ୍‌
Read More...

କୋଭିଡ୍‌ ଆକ୍ରାନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍‌ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ ।
Read More...

ସିଲିଣ୍ଡର ବିସ୍ଫୋରଣ : ଭୁଶୁଡିଲା ୨ଘର, ୩ ଶିଶୁଙ୍କ ସମେତ ୭ ମୃତ

ଗୋଣ୍ଡା : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇଟି ଘର ଭାଙ୍ଗିଯାଇଛି । ଏଥିରେ ୧୪ ଜଣ ଘର ଭିତରେ ପୋତି ହୋଇଯାଇଥିଲେ । ଏମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ
Read More...

ଭଲ ଖବର: ଗର୍ଭାବସ୍ଥାରେ ଖାଲି ସମୟରେ ଅଳଙ୍କାର ଡିଜାଇନ୍ କରିବା ଆରମ୍ଭ କରିଥିଲେ, ଆଜି ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କା…

ଅହମ୍ମଦାବାଦ ନିବାସୀ ବିଶ୍ୱ ମୋଦୀ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ୨୦୧୬ ରେ ସେ ଗର୍ଭଧାରଣ ହେତୁ ଅଫିସ ଯିବା ବନ୍ଦ କରିଦେଇଥିଲେ । ସେହି ଦିନଠାରୁ ଘରେ ରହିବାକୁ ଲାଗିଲେ । ଏହି ସମୟ ମଧ୍ୟରେ ତାଙ୍କର ଅଧିକାଂଶ ସମୟ ନଷ୍ଟ ହେଉଥିଲା । ସେ ନିଜକୁ ମନୋରଞ୍ଜନ କରିବା ପାଇଁ କିଛି କାମ
Read More...

ପୂଜାଘରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ୍…

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ । କିନ୍ତୁ ପୂଜା ସ୍ଥଳିରେ କିଛି ଜିନିଷ ରଖିବା ଏବଂ ପୂଜା ସମୟରେ କିଛି ଭୁଲ୍ କରିବା ଠାରୁ ଦୂରେଇ ରହିବା
Read More...

ଅଘୋଷିତ ବିଦ୍ୟୁତ କାଟ୍ , ଅତିଷ୍ଠ ଗ୍ରାମବାସୀ

ଦଶପଲ୍ଲା,୨/୬- ନୟାଗଡ଼ର ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍‌ରେ ଲୋକେ ଗରମରେ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍‌ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଳି ଖେଳ ଲୋକଙ୍କୁ କଲବଲ କରି ପକାଉଛି।
Read More...