ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ
ବୌଦ୍ଧ,୩୦/୫- ଆଜି ସକାଳେ ୫-ଟି ଅନ୍ତର୍ଭୁକ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ!-->…
Read More...
Read More...