ଦେବୀନଦୀରେ କୁମ୍ଭୀର ଦେଖି ନଈକୂଳିଆ ବାସିନ୍ଦା ଭୟଭୀତ
ନାଉଗାଁ,୨୯/୫- ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଦେବୀନଦୀର ଦେବୀଦେଉଳ ପୋଲ ନିକଟରେ ୧୫ ଫୁଟର ବାଉଳା କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ନଈକୂଳିଆ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ!-->…
Read More...
Read More...