ବୌଦ୍ଧଜିଲ୍ଲା: ଆଜି କରୋନା ପୁଣି ଉପରମୁହାଁ, ୨୫୭ କରୋନା ପଜିଟିଭ ଚିହ୍ନଟ, ଗୁଢିଆଳୀ ଗ୍ରାମରୁ ସର୍ବାଧିକ ୮୨ ଜଣ

ବୌଦ୍ଧ,୨୯/୫- ଆଜି ପୁଣି ଜିଲ୍ଲାରେ କରୋନା ଗ୍ରାଫ ଉପରକୁ ଉଠିଛି । ଆଜି ବୌଦ୍ଧ ଜିଲ୍ଲାରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌
Read More...

ମାରୱାଡି ଯୁବ ମୋର୍ଚ୍ଚା ବୌଦ୍ଧ ଶାଖା ପକ୍ଷରୁ କୋଭିଡ ସହାୟତା : ରୋଗୀଙ୍କୁ ଅକ୍ସିଜେନ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଣ

ବୌଦ୍ଧ : ରାଜ୍ୟ ତଥା ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ବହୁ ଜୀବନହାନୀ ଘଟୁଛି । ରୋଗୀଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ସୃଷ୍ଟି ହେଉଛି । ଦେଶର ଏହି ଗୁରୁତର ସମସ୍ୟା ସମୟରେ ବହୁ ଅନୁଷ୍ଠାନ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି । ଏହି କ୍ରମରେ ମାରୱାଡି ଯୁବ ମୋର୍ଚ୍ଚା
Read More...

ସଟ୍‌ଡାଉନରେ ଖୋଲାଅଛି ଦୈନିକ ପରିବା ବଜାର

ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି । ସୋମବାର ରୁ ଶୁକ୍ରବାର ସକାଳ ୬ରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଆଯାଇଥିବାବେଳେ ବାଉଁଶୁଣୀ ଅଞ୍ଚଳରେ ଦୈନିକ ପରିବା ବଜାର ପ୍ରତ୍ୟେକଦିନ ସବୁବେଳେ
Read More...

ପିଙ୍ଗଲାବେଡା ଗ୍ରାମର କଣ୍ଟେନମେଣ୍ଟ ଜୋନ ହେଲା ସାନିଟାଇଜ

ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧବ୍ଲକ୍‌ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ପିଙ୍ଗଲାବେଡା ଗ୍ରାମରୁ ଗତ ୨୫ ତାରିଖ ଦିନ ଏକକାଳୀନ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ହେତୁ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ସଂକ୍ରମଣ ଆହୁରି ବ୍ୟାପିବାର
Read More...

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୨୯/୫- ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍କଶତାବ୍ଦୀରୁ ଅଧିକ ସମୟ
Read More...

ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ

ବୌଦ୍ଧ,୨୯/୫ - ଗତକାଲି ସନ୍ଧ୍ୟାରେ 5T ଅନ୍ତର୍ଭୁକ୍ତ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଉପ
Read More...

5 ଆନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀ ଗିରଫ, ପିକ୍ଅପ୍ ଜବତ

ବୌଦ୍ଧ/ବାଉଁଶୁଣୀ,୨୯/୫ - ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ ନିକଟରୁ ଗୋଟିଏ ବାଇଗଣ ବୋଝେଇ ପିକ୍ ଅପ୍ ଗାଡିରୁ ବିପୁଳ ପରିମାଣର ଗଂଜେଇ ଗୋଟିଏ ପିକ୍ ଅପ୍ ଗାଡିରୁ ବାଉଁଶୁଣୀ ପୋଲିସ ଜବତ କରିଥିବା ଜଣା ପଡିଛି l ବାଉଁଶୁଣୀ
Read More...