ତଥ୍ୟ ଲୁଚାଉଛି କି ଶିକ୍ଷାବିଭାଗ ! କୁଆଡେ ଗଲା ରେଗୁଲାର୍ ହୋଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ?
ବୌଦ୍ଧ,୨୬/୫- ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ ରହିଛି । ସରକାରୀ ତଥ୍ୟକୁ ଜାଲିଆତି କରି ଅନେକ ଅନିୟମିତ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ସୂଚନା ଅଧିକାର ଆଇନ ବଳରେ କେହି ସୂଚନା ମାଗିଲେ ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ । ଚଳିତବର୍ଷ!-->…
Read More...
Read More...