ଦିବଙ୍ଗତ କରୋନାଯୋଦ୍ଧା ସାମ୍ବାଦିକ ଆଶୁତୋଷଙ୍କ ଉଦ୍ଦେଶ୍ୟରେ ଶୋକସଭା
ଫୁଲବାଣୀ,୨୫/୫- ଦିବଙ୍ଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ତରଫରୁ ଫୁଲବାଣୀସ୍ଥିତ ପ୍ରେସକ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ପ୍ରେସକ୍ଳବର ସଭାପତି!-->…
Read More...
Read More...