ବାତ୍ୟାର ରୂପ ନେଲା ‘ୟସ୍‌’, ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ୟସ୍‌’ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ଆସନ୍ତା ୨୬
Read More...

କରୋନା ପରୀକ୍ଷା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ଆଜି ପଜିଟିଭ ତ କାଲି ନେଗେଟିଭ !

ବୌଦ୍ଧ - କରୋନାକୁ ନେଇ ଅନେକ ଆଲୋଚନା ହେଉଛି | ତା ସମ୍ପର୍କରେ ବିଭିନ୍ନ ଦିନ ବିଭିନ୍ନ ତଥ୍ୟ ଓ ତାର ସ୍ବରୂପ ଆସୁଥିବା ବେଳେ ଚିକିତ୍ସା ଶାସ୍ତ୍ରୀ ମାନେ ମଧ୍ୟ ତାକୁ ସମ୍ପୁର୍ଣ୍ଣ ଭେଦ କରିପାରି ନାହାନ୍ତି l ଏଭଳି ପରିସ୍ଥିତିରେ କରୋନାର ଗୋଟିଏ ନୁଆଁ ସ୍ବରୂପ ଦେଖିବାକୁ ମିଳିଛି ବୌଦ୍ଧ
Read More...

କରୋନା କଟକଣାକୁ ଫୁ , ୭ ଜଣ ଜୁଆଡି ଗିରଫ

ଦଶପଲ୍ଲା,୨୪/୫- ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ
Read More...

ଇଂଲଣ୍ଡର ବାଥ ସହରରେ ଶ୍ରୀଜୀଉଙ୍କ ବିଗ୍ରହ ହେଲା ପ୍ରତିଷ୍ଠା

ସାତ ସମୁଦ୍ର ପାର ଇଂଲଣ୍ଡର ବାଥ୍‌ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ମହାପ୍ରଭୁ ବିରାଜମାନ କରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍କ ଓ ଗୌରବର ବିଷୟ । ଇଂଲଣ୍ଡରେ ବାସ କରୁଥିବା ଓଡିଆଙ୍କ ସହିତ ଆଶିଷ ରାଜହଂସ ଓ ସୁସ୍ମିତା ରାଜହଂସ
Read More...

ସମ୍ଭାବ୍ୟ ବାତ୍ୟା ‘ୟାସ’ କୁ ନେଇ ପିସିସି ସଭାପତିଙ୍କ ଟାକ୍ସଫୋର୍ସ କମିଟି ଗଠନ

ଭୁବନେଶ୍ୱର,୨୩/୫- ସମ୍ଭାବ୍ୟ ବାତ୍ୟା ‘ୟାସ’ ପରିପ୍ରେକ୍ଷୀରେ ୧୦ ଗୋଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ଯ୍ୟକାରୀ
Read More...