ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ
ବୌଦ୍ଧ /ଜହ୍ନାପଙ୍କ,୨୩/୫- ବୌଦ୍ଧ ବ୍ଳକ ଜହ୍ନାପଙ୍କଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବାରୁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ଚିକିତ୍ସାଳୟକୁ ଆଣିଥିବାବେଳେ ସେଠାରେ ପ୍ରାଣୀ!-->…
Read More...
Read More...