Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ମୃତ୍ତିକା ସଂରକ୍ଷଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକଙ୍କ ପରଲୋକ
ଗଜପତି,୨୨/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମର ମୃତ୍ତିକା ସଂରକ୍ଷଣ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ମଦନ ମୋହନ ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ!-->…
Read More...
Read More...
ଗଜପତିରେ ପୁଣି ୧୫୭ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୨/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୩୯ ଜଣ, ଗୋଶାଣି ବ୍ଳକରୁ ୨୬ ଜଣ,ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୨୩ଜଣ, ମୋହନା ବ୍ଳକରୁ ୧୩ଜଣ,!-->…
Read More...
Read More...
ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇଗୋଟି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା
ଦଶପଲ୍ଲା,୨୨/୫- ନୟାଗଡ ଜିଲ୍ଲାରେ ଦିନକୁ ଦିନ କରେନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରୁ ୩୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରୁଛନ୍ତି । ତଥାପି କିଛି ଅମାନିଆଙ୍କ ଲାଗି!-->…
Read More...
Read More...
ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ: ଏସ୍ଆର୍ସି
https://www.youtube.com/watch?v=2M_le2VIY2U
Read More...
Read More...
ବୌଦ୍ଧଜିଲ୍ଲା : ୨୭୩ କରୋନା ପଜିଟିଭ ଚିହ୍ନଟ, ବଡ଼ ବାଗବର୍ ଗ୍ରାମରୁ ସର୍ବାଧିକ ୨୫
ବୌଦ୍ଧ.୨୨/୫ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୭୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା!-->…
Read More...
Read More...
ଦବ ଦବ ହୋଇ ଜଳୁଛି ଲାଇଟ, ମରାମତି ଦାବି
ବୌଦ୍ଧ/ଜହ୍ନାପଙ୍କ,୨୧/୫- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡରେ ଲାଗିଥିବା ହାଇମାଷ୍ଟ ଲାଇଟ ଦୀର୍ଘ ଦିନ ହେଲା ଦବ ଦବ ହୋଇ ଜଳୁଥିଲେ ମଧ୍ୟ ଏହାର ମରାମତି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପର!-->…
Read More...
Read More...
ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ରାଜସ୍ୱ ରଥ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି୨୧/୫: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ରାଜସ୍ୱ ବିଭାଗର ବିଭିନ୍ନ ସୁବିଧା ଲୋକଙ୍କୁ ଘର ପାଖରେ ଯୋଗାଇ ଦେବା ନେଇ ଲକଡାଉନ ସମୟରେ ରାଜସ୍ୱ ରଥ କାର୍ଯ୍ୟକ୍ରମ ତହସିଲଦାରଙ୍କ ନେତୃତ୍ୱରେ ଚାଲିଛି । ଆଜି ବ୍ଳକର ଆଭ୍ୟନ୍ତରୀଣ ଇଲାକା ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ଗ୍ରାମରେ!-->…
Read More...
Read More...