ନଳକୂପ ଅଚଳ, ମରାମତି ଦାବି
ବୌଦ୍ଧ,୨୦/୫ - ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳା ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଅଚଳ ରହିଥିବା ହେତୁ ଗ୍ରାମବାସୀ ପାନୀୟ ଜଳ କଷ୍ଟ ଭୋଗ କରୁଥିବା ଅଭିଯୋଗ ହେଉଛି | ଉକ୍ତ ନଳକୂପ ଆଜକୁ ପ୍ରାୟ 7 ବର୍ଷ ତଳେ ଖୋଳା!-->!-->!-->…
Read More...
Read More...