ପିଲାଚୋର ସନ୍ଦେହରେ ସନ୍ଦିଗ୍ଧଙ୍କୁ ଅଟକରଖି ଥାନାରେ ଜିମାଦେଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୭/୫: ଦାରିଙ୍ଗବାଡ଼ି ଥାନା ମୁଣ୍ଡୁଳାବାଲି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ!-->…
Read More...
Read More...