ଗଜପତି ସହରର ଅପରିଷ୍କାର ଜଳ ଭାସୁଛି ମୁଖ୍ୟରାସ୍ତାରେ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି
ଗଜପତି,୧୬/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୋଷ୍ଟାଲ ଓ ବାଟଗୌଡ଼ ସାହି ମଝିରେ ଥିବା ଏକସାହିରୁ ଅପରିଷ୍କାର ଜଳ ମୁଖ୍ୟ ରାସ୍ତାରେ ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ରହିଥିବା ଦୋକାନୀ ଗୁଡିକ ଅଭିଯୋଗ କରିଛନ୍ତି । ସେହି ସାହିରୁ ବାହାରୁଥିବା ଡ୍ରେନେଜର!-->…
Read More...
Read More...